Masthead

ହାଇଦର ଫେରାର ପଛରେ ପୁଅ, ଶଳା ଓ ଭାଇର ହାତ

କଟକ(ବଡ଼ ଖବର ବ୍ୟୁରୋ): କଟକ ବଡ଼ ମେଡିକାଲରୁ ଗ୍ୟାଙ୍ଗଷ୍ଟର ହାଇଦର ଫେରାର ଘଟଣାର ନୂଆ ମୋଡ ନେଇଛି। ହାଇଦର ଫେରାର ପଛରେ ତାର ପରିବାର ଲୋକଙ୍କ ହାତ ଅଛି । ଏକଥା କହିଛନ୍ତି ଖୋଦ ହାଇଦରକୁ ମେଡିକାଲରେ ଜଗିବା ଦାୟିତ୍ୱରେ ଥିବା ନିଲମ୍ୱିତ କନେଷ୍ଟବଲ ମହମ୍ମଦ ମୌସିମ୍‌ ।

ଏନେଇ ମଙ୍ଗଳାବାଗ୍‌ ଥାନାରେ ଏତଲା ଦେଇଛନ୍ତି ମହମ୍ମଦ ମୌସିମ୍‌ । ଏଥିରେ ଦର୍ଶାଇଛନ୍ତି ମୋତେ ନିଶା ଦେଇ ହାଇଦରକୁ ଫେରାର୍‌ କରାଇଛନ୍ତି ତାଙ୍କର ପରିବାର ଲୋକେ । ମେଡିକାଲକୁ ତାର ପୁଅ, ଶଳା ଓ ଭାଇ ତାକୁ ଭେଟିବାକୁ ଆସୁଥିଲେ । ସେମାନେ ତାଙ୍କର ପ୍ଲାନ ମୁତାବକ ନିଶା ଦେଇ ଫେରାର କରିବାରେ ସାହାର୍ଯ୍ୟ କରିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ