୨୦୨୧ ସବୁଠୁ ଉତ୍ତପ୍ତ ବର୍ଷ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ୨୦୨୧ ହେବ ସବୁଠାରୁ ଗରମ ବର୍ଷ । ଅଦୃଶ୍ୟ କରୋନା ଭୂତାଣୁରେ ଲୋକେ ଛଟପଟ ହେଉଥିବା ବେଳେ ସୂର୍ଯ୍ୟ ଦେବଙ୍କ କୋପ ବଢିବାରେ ଲାଗିଛି । ୨୦୨୧ ବର୍ଷ ସବୁଠାରୁ ଉତ୍ତପ୍ତ ବର୍ଷ ହେବ ବୋଲି ପାଣିପାଗ ବିଜ୍ଞାନିମାନେ କହିଛନ୍ତି। ସୂର୍ଯ୍ୟଙ୍କ ପ୍ରଖର କିରଣରେ ସିଝିବ ସାରା ଦେଶ । ବାୟୁମଣ୍ଡଳରେ ଅଙ୍ଗାରକାମ୍ଲର ସ୍ତର ଦେଢଗୁଣ ବଢିଗଲାଣି ।

ଆମେରିକା ଓ ବ୍ରିଟେନର ବୈଜ୍ଞାନିକମାନେ ବାୟୁମଣ୍ଡଳର ଅଙ୍ଗାରକାମ୍ଲ ସ୍ତରକୁ ବିଶ୍ଲେଷଣ କରି କହିଛନ୍ତି ୧୭୫୦ରୁ ୧୮୦୦ ମସିହାରେ ଅଙ୍ଗାରକାମ୍ଲର ମାତ୍ରା ୨୭୮ ପିପିଏମ୍ ଥିବା ବେଳେ ୨୦୨୧ ମାର୍ଚ୍ଚରେ ଏହା ୪୧୭ ଦଶମିକ ଏକଚାରି ହୋଇସାରିଛି । ଅର୍ଥାତ୍ ଅତ୍ୟନ୍ତ ତୀବ୍ର ବେଗରେ ଅଙ୍ଗାରକାମ୍ଲର ମାତ୍ରା ବଢିବାରେ ଲାଗିଛି । ଯାହା ଦେଶ ଓ ବିଶ୍ୱପାଇଁ ବିପଦଜ୍ଜନକ । ଏଭଳି ଯଦି ଅଙ୍ଗାରକାମ୍ଲର ମାତ୍ରା ବଢିଚାଲେ ତାହା ହେଲେ ଆସନ୍ତା ମେ’ ସୁଦ୍ଧା ୪୧୯ଦଶମିକ ୫ପିପିଏମ୍ରେ ପହଞ୍ôଚଯାଇପାରେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ