Masthead

ପ୍ରଯୋଜକ ହେଲେ ବିଦ୍ୟୁତ୍

ମୁମ୍ବାଇ(ବଡ ଖବର ବ୍ୟୁରୋ): ବଲିଉଡର ଚର୍ଚ୍ଚିତ ଅଭିନେତା ବିଦ୍ୟୁତ ଜାମୱାଲ ଖୁବ ଜଲଦି ଚଳଚିତ୍ର ପ୍ରଯୋଜନା କରିବାକୁ ଯାଉଛନ୍ତି । ଯାହାକୁ ନେଇ ସେ ଟ୍ୱିଟର ମାଧ୍ୟମରେ ତାଙ୍କ ଫ୍ୟାନ୍ସ ମାନଙ୍କୁ ସରପ୍ରାଇଜ ଦେଇଛନ୍ତି । ବିଦ୍ୟୁତ୍ ୨୦୧୧ରେ ଆକ୍ସନ ଫିଲ୍ମ ‘ଫୋର୍ସ’ ସହିତ ବଲିଉଡରେ ଡେବ୍ୟୁ କରିଥିଲେ । ଏବେ ସେ ବଲିଉଡରେ ୧୦ବର୍ଷ ପୂରଣ କରିସାରିଛନ୍ତି । ଯାହାକୁ ନେଇ ସେ ବେସ୍ ଖୁସିଥିବା କହଛନ୍ତି । ଫିଲ୍ମ ଜଗତରେ ତାଙ୍କର ୧୦ ବର୍ଷ ପୂରଣ ଅବସରରେ ସେ ଫ୍ୟାନ୍ସଙ୍କୁ ଏକ ସରପ୍ରାଇଜ ଦେଇଛନ୍ତି ।

ତାହା ହେଉଛି ସେ ଆଗକୁ ପ୍ରେଯାଜକ ଭାବରେ ନଜର ଆସିବେ । ନିକଟରେ ସେ ତାଙ୍କର ପ୍ରଡକ୍ସନ ହାଉସ ଆରମ୍ଭ କରିଛନ୍ତି । ସେ ଗତ ୧୯ ତାରିଖରେ ନିଜର ପ୍ରଡକ୍ସନ ହାଉସ ଆକ୍ସନ ହିରୋ ଫିଲ୍ମସ ଲଞ୍ଚ କରିଥିଲେ । ଯାହାର ସୂଚନା ଫିଲ୍ମ କ୍ରିଟିକ ତରଣ ଆଦର୍ଶ ଟ୍ବିଟରରେ ଦେଇଥିଲେ । ସେ ପ୍ରଡକ୍ସନ ହାଉସର ଲୋଗୋ ଫଟୋ ପୋଷ୍ଟ କରି ଲେଖିଥିଲେ, ‘ବିଦ୍ୟୁତ ଜାମୱାଲ ବଲିଉଡରେ ପୂରଣ କଲେ ୧୦ ବର୍ଷ । ଅଭିନେତାରୁ ସାଜିଲେ ପ୍ରଯୋଜକ । ତାଙ୍କ ନୂଆ ଯାତ୍ରାକୁ ନେଇ ସେ ଖୁସି । ଆରମ୍ଭ କଲେ ଆକ୍ସନ ହିରୋ ଫିଲ୍ମସ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ