Masthead

ମାଓବାଦୀଙ୍କୁ ଡ୍ରୋନରେ ଆକ୍ରମଣ

ବିଜାପୁର (ବଡ଼ ଖବର ବ୍ୟୁରୋ): ଓଡ଼ିଶା ସୀମାନ୍ତ ଛତିଶଗଡ଼ରେ ଏପ୍ରିଲ ୩ରେ ମାଓବାଦୀଙ୍କ ଆକ୍ରମଣରେ ୨୨ ଯବାନ ଶହୀଦ ହେବା ପରେ ପୋଲିସ ପକ୍ଷରୁ ମାଓଦମନ ଅଭିଯାନକୁ ତୀବ୍ର କରାଯାଇଛି । ମାଓବାଦୀଙ୍କ ଦଣ୍ଡକାରଣ୍ୟ ଜୋନାଲ କମିଟି ପ୍ରବକ୍ତା ବିକଳ୍ପ ପ୍ରେସନୋଟ ମାଧ୍ୟମରେ ଗଣମାଧ୍ୟମକୁ କହିଛନ୍ତି ଏପ୍ରିଲ ୩ ତାରିଖରେ ଜନଆନ୍ଦୋଳନକୁ ଦବେଇବାକୁ ଆସିଥିବା ପୋଲିସ ୧୯ ତାରିଖରେ ଆକାଶମାର୍ଗରୁ ଡ୍ରୋନ ମାଧ୍ୟମରେ ୧୨ ଟି ବୋମା ପକାଇଥିଲା ।

ସ୍ଥାନ ତୁରନ୍ତ ବଦଳେଇବାରୁ ବଞ୍ଚିଯାଇଥିଲେ ମାଓବାଦୀ । ବିଜାପୁର ଜିଲ୍ଲା ପାମେଡ ଥାନା ବୋତ୍ତାଲଙ୍କା ଓ ପାଲ୍ଲାଗୋଡେମ ଗାଁ ନିକଟସ୍ଥ ଜଙ୍ଗଲରେ ମାଓବାଦୀ ଏକାଠି ହୋଇଥିବା ସ୍ଥାନରେ ଡ୍ରୋନ ମାଧ୍ୟମରେ ବୋମା ପକାଯାଇଥିଲା । ମାଓବାଦୀଙ୍କ କହିବା କଥା ହେଉଛି ନକ୍ସଲମାନେ ଜନ ଆନ୍ଦୋଳନ କରୁଛନ୍ତି । ବସ୍ତର ଆଇଜି ଏ ଘଟଣାକୁ ସମ୍ପୂର୍ଣ୍ଣ ମନଗଢା ବୋଲି କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ