Masthead

ପ୍ରଭାବଶାଳୀ କୋଭିସିଲ୍ଡ ଓ କୋଭାକ୍ସିନ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ରାଜ୍ୟରେ ୫୩ ଲକ୍ଷ ୯ହଜାର ୭୯୪ ଲୋକଙ୍କୁ ଦିଆଯାଇଛି ଟିକା । ଟିକାକରଣ ନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀଙ୍କ ସୂଚନା । ଗୁରୁବାର ୧୦ ଲକ୍ଷ ୨ ହଜାର ୪୦୭ ଲୋକଙ୍କୁ ଟିକା ଦିଆଯାଇଛି । ଗୁରୁବାର କେନ୍ଦ୍ରରେ ଚାଲିଛି ଟିକାକରଣ । ଟିକାଦର ଧାର୍ଯ୍ୟ କରିବାକୁ ଉତ୍ପାଦନକାରୀ କମ୍ପାନୀଙ୍କୁ କ୍ଷମତା ଦେଇଛି କେନ୍ଦ୍ର । ଘରୋଇ ହସ୍ପିଟାଲରେ ଯାହା ଟିକାକରଣ ଚାଳିଛି ତାହା କେନ୍ଦ୍ର ଦେଉଛି ।

ମେ ୧ରୁ ଆଉ କେନ୍ଦ୍ର ଦେବନାହିଁ ବୋଲି କହିଛନ୍ତି ବିଜୟ ପାଣିଗ୍ରାହୀ । ଘରୋଇ ହସ୍ପିଟାଲ ଔଷଧ କମ୍ପାନୀଠାରୁ ସିଧା କିଣିବେ । ସେ ଆହୁରୀ କହିଛନ୍ତି, ଉଭୟ କୋଭାକ୍ସିନ ଓ କୋଭିସିଲ୍ଡ ପ୍ରଭାବଶାଳୀ ବୋଲି ଆମେ ଭାବୁଛୁ । ମେ ୧୮ ରୁ ସାବାଳକଙ୍କ ଟୀକାକରଣ ହେବ । ରାଜ୍ୟରେ ୧୮ରୁ ୪୫ ବର୍ଷ ବୟସର ୪୨ ପ୍ରତିଶତ ଲୋକ ଅଛନ୍ତି । ତେଣୁ ରାଜ୍ୟରେ ଟିକା କେନ୍ଦ୍ର ବଢାଯିବ ବୋଲି ସେ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି