ନକ୍ସଲଙ୍କ ବର୍ବର କାଣ୍ଡ

ସୁକମା (ବଡ଼ ଖବର ବ୍ୟୁରୋ): ପୁଣି ଛତିଶଗଡ଼ ସୁଖମାରେ ନକ୍ସଲଙ୍କ ଉପଦ୍ରବ । ଅପରେସନ ପ୍ରହାର ବିରୋଧରେ ମାଲକାନଗିରି ସୀମାରୁ ମାତ୍ର ୨୦ କିଲୋମିଟର ଦୂର ସୀମାନ୍ତ ଛତିଶଗଡ଼ ସୁକମା ଜିଲ୍ଲା ଏରାବୋର ଗାଁ ନିକଟରେ ଏନଏଚ୩୦ରେ ୮ଟି ଗାଡ଼ିରେ ନିଆଁ ଲଗାଇଦେଇଛନ୍ତି ମାଓବାଦୀ ।

ଛତିଶଗଡ଼ରେ ପୋଲିସ ପକ୍ଷରୁ ମାଓବାଦୀଙ୍କ ଦମନ ପାଇଁ ଆରମ୍ଭ କରାଯାଇଛି ଅପରେସନ ପ୍ରହାର । ୨୬ ଏପ୍ରିଲକୁ ମାଓବାଦୀ ଭାରତ ବନ୍ଦ ଡାକରା ଦେଇଥିଲେ । ଭାରତ ବନ୍ଦ ନେଇ କେତେ ଗୁଡ଼ିଏ ପୋଷ୍ଟର ବି ରାସ୍ତାରେ ପକାଇଥିଲେ । ଯାହାକୁ ନେଇ ସେଠାରେ ମାଓବାଦୀ ଥିବା ସନ୍ଦେହ କରି ସେଠାରେ ଭାରତୀୟ ଯବାନ ମାନେ ସର୍ଚ୍ଚ ଅପରେସନ ଚଳାଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’