Masthead

ଜାଡେଜାଙ୍କ ଛକା ପାଲଟିଲା ହର୍ଷଲଙ୍କ ଦୁଃସ୍ବପ୍ନ

ମୁମ୍ବାଇ (ବଡ଼ ଖବର ବ୍ୟୁରୋ): ଜାଡେଜାଙ୍କ ଛକା ବର୍ଷାକୁ ହର୍ଷଲ ଆଦୌ ଭୁଲି ପାରୁ ନାହାନ୍ତି । ରବିବାରର ଆରସିବି-ସିଏସକେ ମ୍ୟାଚରେ ପ୍ରଥମ ୩ ଓଭରରେ ମାତ୍ର ୧୪ ରନ୍ ଦେଇ ୩ ୱିକେଟ୍ ନେଇଥିବା ହର୍ଷଲଙ୍କ ଚତୁର୍ଥ ଓଭରରେ ରବୀନ୍ଦ୍ର ଜାଡେଜା ୩୭ ରନ୍ କରିଥିଲେ। ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଦ୍ରୁତ ବୋଲର ହର୍ଷଲ ପଟେଲ ଚଳିତ ଆଇପିଏଲରେ ସର୍ବାଧିକ ୧୩ ୱିକେଟ୍ ନେଇଛନ୍ତି।

ଯାହା ଆଇପିଏଲ୍ ଇତିହାସର ମହଙ୍ଗା ଓଭର ଥିଲା। ରବିବାରର ସେହି ରନ୍ ମାଡ଼ ତାଙ୍କ ପାଇଁ ଦୁଃସ୍ବପ୍ନ ପାଲଟିଛି। ଜାଦେଜାଙ୍କ ପୂର୍ବରୁ କ୍ରିସ୍ ଗେଲ୍, ସୁରେଶ ରାଇନା ଜଣେ ବୋଲରଙ୍କ ଗୋଟିଏ ଓଭରରୁ ୩୦ରୁ ଅଧିକ ରନ୍ ସଂଗ୍ରହ କରିସାରିଛନ୍ତି। ଗୋଟିଏ ଓଭରରୁ ଠିକ୍ ୩୦ ରନ୍ ସଂଗ୍ରହ ହେବା ଭଳି ଘଟଣା ଆଇପିଏଲ୍ ଇତିହାସରେ ୬ ଥର ଘଟିଛି।

ଏଭଳି ସଫଳତା ପାଇଥିବା ଖେଳାଳିମାନେ ହେଲେ ବୀରେନ୍ଦ୍ର ସେହବାଗ (ଦିଲ୍ଲୀ ବନାମ ଡେକାନ, ୨୦୦୮), ସନ୍ ମାର୍ସ (ପଞ୍ଜାବ ବନାମ ଆରସିବି, ୨୦୧୧), କ୍ରିସ୍ ଗେଲ୍ (ଆରସିବି ବନାମ ପୁଣେ, ୨୦୧୨), ବିରାଟ କୋହଲି (ଆରସିବି ବନାମ ଗୁଜରାଟ, ୨୦୧୬), ରାହୁଲ ତିୱାତିଆ (ରାଜସ୍ଥାନ ବନାମ ପଞ୍ଜାବ, ୨୦୨୦), ପ୍ୟାଟ୍ କମିନ୍ସ (କେକେଆର୍ ବନାମ ସିଏସ୍କେ, ୨୦୨୧)।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ରାହୁରେଖାଲାଗି ନୀତି, ୪ ଘଣ୍ଟା ଦର୍ଶନ ବନ୍ଦ 🔴 ଆଜି ବସିବ ରାଜ୍ୟ କ୍ୟାବିନେଟ 🔴 ଶ୍ରୀମନ୍ଦିର ଉଡ଼େଇଦେବାକୁ ଧମକ! 🔴 ୟୁଥ୍‌ ଫର୍ ସୋସିଆଲ୍‌ ଡେଭଲପମେଣ୍ଟ ପକ୍ଷରୁ ଆନ୍ତର୍ଜାତୀୟ ଯୁବ ଦିବସ ପାଳିତ 🔴 ସବୁ ଅଫିସ୍‌ରେ ଲାଗିବ AI କ୍ୟାମେରା 🔴 ଆମେରିକା ପାଇଁ ‘ଭସ୍ମାସୁର’ ଟ୍ରମ୍ପ! 🔴 ଆମେରିକା ବଳରେ ବଳିଆନ୍ ପାକିସ୍ତାନ, ଭାରତକୁ ଯୁଦ୍ଧ ଧମକ 🔴 ଝିଆରୀର ସର୍ବନାଶ କଲା ପାପି ପିଉସା 🔴 ବରଗଡ଼ ଛାତ୍ରୀ ମୃତ୍ୟୁ ଘଟଣା, ୨ ଜଣଙ୍କୁ ପଚରାଉଚରା କରୁଛି ପୋଲିସ 🔴 ପ୍ରବଳ ବର୍ଷା ସମ୍ଭାବନା 🔴 ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ରାହୁରେଖାଲାଗି ନୀତି, ୪ ଘଣ୍ଟା ଦର୍ଶନ ବନ୍ଦ 🔴 ଆଜି ବସିବ ରାଜ୍ୟ କ୍ୟାବିନେଟ 🔴 ଶ୍ରୀମନ୍ଦିର ଉଡ଼େଇଦେବାକୁ ଧମକ! 🔴 ୟୁଥ୍‌ ଫର୍ ସୋସିଆଲ୍‌ ଡେଭଲପମେଣ୍ଟ ପକ୍ଷରୁ ଆନ୍ତର୍ଜାତୀୟ ଯୁବ ଦିବସ ପାଳିତ 🔴 ସବୁ ଅଫିସ୍‌ରେ ଲାଗିବ AI କ୍ୟାମେରା 🔴 ଆମେରିକା ପାଇଁ ‘ଭସ୍ମାସୁର’ ଟ୍ରମ୍ପ! 🔴 ଆମେରିକା ବଳରେ ବଳିଆନ୍ ପାକିସ୍ତାନ, ଭାରତକୁ ଯୁଦ୍ଧ ଧମକ 🔴 ଝିଆରୀର ସର୍ବନାଶ କଲା ପାପି ପିଉସା 🔴 ବରଗଡ଼ ଛାତ୍ରୀ ମୃତ୍ୟୁ ଘଟଣା, ୨ ଜଣଙ୍କୁ ପଚରାଉଚରା କରୁଛି ପୋଲିସ 🔴 ପ୍ରବଳ ବର୍ଷା ସମ୍ଭାବନା