ଦୁର୍ନୀତି ବିଷୟରେ ପ୍ରଶ୍ନ କରିବାରୁ ସରପଞ୍ଚଙ୍କ ଧମକ

ଖୋର୍ଦ୍ଧା(ବଡ଼ ଖବର ବ୍ୟୁରୋ): ସାମ୍ବାଦିକଙ୍କୁ ସରପଞ୍ଚଙ୍କ ନାଲିଆଖି । ଦୁର୍ନୀତି ବିଷୟରେ ପ୍ରଶ୍ନ କରିବାରୁ ଗଣମାଧ୍ୟମ ପ୍ରତିନିଧିଙ୍କୁ ଖୁଲମ ଖୁଲା ଧମକ ଦେଉଛନ୍ତି ସରପଞ୍ଚ । ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକରେ ଏନ୍.ଆର୍.ଇ.ଜି.ଏସ. କାମରେ ଲୋକଙ୍କ ବଦଳରେ ମେସିନ୍ ଲଗାଇ କାମ କରାଯାଉଛି । ଧମକ ଦେଇଛନ୍ତି ଦେଓଗାଁ ସରପଞ୍ଚ ରେଣୁବାଳା ଛାଟୋଇଙ୍କ ପ୍ରତିନିଧି ବୋଲାଉଥିବା ସ୍ୱାମୀ ଶରତ ଚନ୍ଦ୍ର ଛାଟୋଇ । ମେସିନରେ କାମ କରିବା ପାଇଁ ଉପରୁ ଅର୍ଡର ଆଣିଥିବା କହଛନ୍ତି । ଦୁର୍ନୀତିକୁ ଲୁଚାଇବା ପାଇଁ ସାମ୍ବାଦିକଙ୍କ ଉପରେ ଦୋଷ ଲଦିଛନ୍ତି ସରପଞ୍ଚଙ୍କ ସ୍ୱାମୀ । ତେବେ କାହା ନିର୍ଦ୍ଦେଶରେ ଏଭଳି ଘୋଟାଲା ହେଉଛି, କିଏ କିଏ ଏଥିରେ ସାମିଲ ତାହା ଏବେ ବଡ ପ୍ରଶ୍ନବାଚୀ । ସେପଟେ ଏନ୍.ଆର୍.ଇ.ଜି.ଏସ. କାମରେ ମେସିନ୍ ଲାଗିବାର କୌଣସି ନିୟମ ନାହିଁ ବୋଲି କହିଛନ୍ତି ବିଡିଓ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ