Masthead

ପୁଅର ସ୍ମୃତିରେ କରୁଛନ୍ତି ସାହାଯ୍ୟ

ନୂଆଦିଲ୍ଲୀ (ବଡ ଖବର ବ୍ୟୁରୋ): କରୋନା ପରି ବିପଦ ପରିସ୍ଥିତିରେ ଅନେକ ଲୋକ ଏପରି ଅଛନ୍ତି ଯିଏ ଏହି ପରିସ୍ଥିତିର ଫାଇଦା ଉଠେଇବାକୁ ପଛାନ୍ତି ନାହିଁ । କିନ୍ତୁ ଏହାରି ଭିତରେ ଏମିତି ଲୋକ ବି ଅଛନ୍ତି  ଯେଉଁମାନଙ୍କ କାର୍ଯ୍ୟ ମନ ଛୁଇଁଯାଇଛି । ଅନେକ ଲୋକ ଏପରି ଅଛନ୍ତି ଯେଉଁମାନେ କରୋନା ବିରୁଦ୍ଧରେ ଲଢିବାକୁ ସମ୍ନାକୁ ଆସୁଛନ୍ତି । ସରକାର ଏବଂ ପ୍ରଶାସନଙ୍କ ଠାରୁ ମଧ୍ୟ ଅଧିକ ଲୋକଙ୍କୁ ସାହାଯ୍ୟ କରୁଛନ୍ତି । ଏହିପରି ଏକ କାହାଣୀ ଦେଖିବାକୁ ମିଳିଛି ଗୁଜୁରାଟର ଅହମଦାବାଦରେ ।

ଯିଏ ପୂର୍ବ ବର୍ଷ କରୋନାରେ ନିଜ ପୁଅକୁ ହରେଇ ସାରିଥିବା ରସିକ ମେହତା ଏବଂ ତାଙ୍କ ସ୍ତ୍ରୀଙ୍କ କାହାଣୀ । ଯିଏ ଏହି ବିପଦ ସମୟରେ ଲୋକଙ୍କୁ ସାହାଯ୍ୟ କରୁଛନ୍ତି । ଏବେ ଯେତେବେଳେ ତାଙ୍କ ପୁଅ ହିଁ ନାହିଁ ତେଣୁ ସେ ତାଙ୍କ ପୁଅଙ୍କ ପାଇଁ ରଖିଥିବା ୧୫ଲକ୍ଷ ଟଙ୍କାର ଏଫଡି ରାଶି ଲୋକଙ୍କ ସାହାଯ୍ୟରେ ବିନିଯୋଗ କରୁଛନ୍ତି । ଏହି ଟଙ୍କାରେ ସେ ୨୦୦ ଆଇସୋଲେଟ ରୋଗୀଙ୍କୁ ଚିକିତ୍ସା କରେଇ ସାରିଲେଣି ଏବଂ ୩୫୦ ଜଣ ଲୋକଙ୍କୁ ନିଜ ଖର୍ଚ୍ଚରୁ କୋଭିଡ ଟିକା ଯୋଗେଇ ସାରିଲେଣି । ତାଙ୍କର ଏପରି ନିହାତି ଭାବରେ ପ୍ରଂଶସା ଯୋଗ୍ୟ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼