Masthead

କେଉଁଠାରେ କିଏ ଆଗୁଆ, ନଜର ପକାନ୍ତୁ…

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ୪ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶସିତ ଅଞ୍ଚଳରେ ଜାରି ରହିଛି ଭୋଟ ଗଣତି । ମିଳିଥିବା ସୂଚନା ଅନୁସାରେ ପଶ୍ଚିମବଙ୍ଗରେ ଟିଏସି୧୫୦ରୁ ଅଧିକ ଆଶନରେ ଆଗୁଆ ରହିଥିବା ବେଳେ ବିଜେପି ୧୧୫ରୁ ଅଧିକ ଆଶନରେ ଆଗୁଆ ରହିଛି । ପଛରେ ପଡ଼ିଛି କଂଗ୍ରେସ । ମାତ୍ର ୬ଟି ଅସନରେ ଆଗୁଆ ରହିଥିବା ସୂଚନା । ତେବେ ପଶ୍ଚିମବଙ୍ଗର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆସନ ନନ୍ଦିଗ୍ରାମରେ ବର୍ତ୍ତମାନ ଶୁଭେନ୍ଦୁ ଅଧିକାରୀ ଆଗୁଆ ରହିଥିବା ସୂଚନା ମିଳିଛି ।

ସେହିପରି ତାମିଲନାଡ଼ୁରେ ଡିଏମ୍କେ ୧୦୨ଟି ଆସନରେ ଆଗୁଆ ରହିଥିବା ବେଳେ ଏଡିଏମକେ ୪୬ଟି ଆସନରେ ଆଗୁଆ ରହିଛି । ଆସାମରେ ବିଜେପି ୭୧ଟି ଆସନରେ ଆଗୁଆ ରହିଛି ଓ ୩୮ଟି ଆସନରେ କଂଗ୍ରେସ ଆଗୁଆ । କେରଳରେ ଏଲଡିଏଫ ୮୩ଟି ଆସନରେ ଆଗୁଆ ରହିଥିବା ବେଳେ ୟୁଡିଏଫ ୪୬ଟି ଆସନରେ ଆଗୁଆ ରହିଛି । ବିଜେପି ଗୋଟିଏ ଆସନରେ ଆଗୁଆ ଥିବା ଜଣାପଡ଼ିଛି । ସେପଟେ ପୁଡୁଚେରୀରେ ବି ୮ଟି ସିଟରେ ଏନଡିଏ ଲିଡ଼ କରୁଥିବା ବେଳେ ୪ଟି ସିଟରେ ୟୁପିଏ ଲିଡ଼ କରୁଛି । ତେବେ ସନ୍ଧ୍ୟା ସୁଧା କେଉଁ ରାଜ୍ୟରେ କିଏ ବାଜି ମାତ କରିବ ତାହା ଘୋଷଣା କରାଯିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା