Masthead

ଗୁପ୍ତ ଉତ୍ସବ କରି ବିବାହ କଲେ ବ୍ରିଟିସ ପ୍ରଧାନମନ୍ତ୍ରୀ ବୋରିସ ଜନସନ

(ବଡ଼ ଖବର ବ୍ୟୁରୋ): ଗୁପ୍ତ ଉତ୍ସବ ଆୟୋଜନ କରି ବିବାହ କଲେ ବ୍ରିଟିସ ପ୍ରଧାନମନ୍ତ୍ରୀ । ଶନିବାର ୱେଷ୍ଟମିନଷ୍ଟର କ୍ୟାଥେଡ୍ରାଲରେ କେରି ସାଇମଣ୍ଡଙ୍କୁ ବିବାହ କରିଛନ୍ତି ବୋରିସ ଜନସନ । ଏନେଇ ବ୍ରିଟିସର ବଡ଼ ବଡ଼ ଖବବକାଗଜରେ ତଥ୍ୟ ପ୍ରକାଶ ପାଇଛି । କିନ୍ତୁ ଏନେଇ କୌଣସି ତଥ୍ୟ ଦେବାକୁ ମନା କରିଦେଇଛି ବୋରିସଙ୍କ କାର୍ଯ୍ୟାଳୟ ।

ତେବେ କୋଭିଡ଼ କଟକଣା ପାଇଁ ମାତ୍ର ୩୦ଜଣଙ୍କୁ ନେଇ ଏହି ବିବାହ ଉତ୍ସବ ଆୟୋଜନ କରାଯାଇଥିଲା । ବିଳମ୍ବିତ ରାତି ୧.୩୦ରେ ଏହି ବିବାହ କାର୍ଯ୍ୟ କରାଯାଇଥିଲା । ତେବେ ୨୦୧୯ରୁ ବୋରିସ ଓ ସାଇମଣ୍ଡ ଏକାଠି ରହି ଆସୁଥିଲେ । ସେମାନଙ୍କ ନିର୍ବନ୍ଧ ଓ ଏକ ପୁତ୍ର ସନ୍ତାନ ହେବା ନେଇ ଗତବର୍ଷ ଘୋଷଣା କରିଥିଲେ । ଶନିବାର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି