Masthead

୩ଦିନରେ ୩ ନିଷ୍ପତ୍ତି

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଟିକାକରଣ ଜୋରଦାର କରିବା ପାଇଁ କେନ୍ଦ୍ର ସରକାରଙ୍କ ପ୍ରସ୍ତୁତି । ୩ଦିନରେ ନେଲେ ୩ନିଷ୍ପତି । ଆଜି ୭୪କୋଟି ଟିକା ପାଇଁ ବୁକିଂ କଲେ କେନ୍ଦ୍ର ସରକାର । ଟିକାକରଣକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ଚାପ ପକା ଯାଉଥିବା ବେଳେ ୩ଦିନ ମଧ୍ୟରେ ୩ ନିଷ୍ପତି ନେଇଛନ୍ତି କେନ୍ଦ୍ର ସରକାର । ନିତି ଆୟୋଗ ସଦସ୍ୟ ଡ. ବି.କେ. ପାଲ କହିଛନ୍ତି କେନ୍ଦ୍ର ସରକାର ୭୪ କୋଟି ଟିକା ପାଇଁ ବିଭିନ୍ନ ଟିକା ନିର୍ମାତା କମ୍ପାନୀ ମାନଙ୍କୁ ଅର୍ଡର ଦେଇଛନ୍ତି । ପୂର୍ବ ସପ୍ତାହରେ କିଛି ରାଜ୍ୟ ଦାବି କରିଥିଲେ କି କେନ୍ଦ୍ର ଟିକା କିଣି ରାଜ୍ୟମାନଙ୍କୁ ଆବଣ୍ଟିତ କରୁ ।

ଏନେଇ କେନ୍ଦ୍ର ସରକାରଙ୍କ ତରଫରୁ କୋଭିସିଲ୍ଡ କମ୍ପାନୀକୁ ୨୫ କୋଟି, କୋଭାକ୍ସିନ କମ୍ପାନୀକୁ ୧୯ କୋଟି ଓ ଇ-ବାୟୋଲୋଜି କମ୍ପାନୀରୁ ସେପ୍ଟେମ୍ବର ସୁଦ୍ଧା ଉତ୍ପାଦନ ହେବାକୁ ଥିବା ୩୦ କୋଟି ଟିକାର ବୁକିଂ କରାଯାଇଛି । ଏହି ୭୪ କୋଟି ଟିକାର ମୋଟି ମୂଲ୍ୟର ୩୦ ପ୍ରତିଶତ କେନ୍ଦ୍ର ସରକାର କମ୍ପାନୀ ମାନଙ୍କୁ ଅଗ୍ରୀମ ଦେବେ । ଅନ୍ୟପଟେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ଏମ୍ସ ନିର୍ଦ୍ଦେଶକ ଡ. ରଣଦୀପ୍ ଗୁଲେରିଆ । ସେ କହିଛନ୍ତି କି ତୃତୀୟ ଲହର ଶିଶୁମାନଙ୍କ ପ୍ରତି ବେସି ବିପଦ ଆଣିବ ସେନେଇ କିଛି ଡାଟା ନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା