Masthead

ସରକାରଙ୍କ ଯୋଜନାରେ ହେରଫେର

ମୟୁରଭଞ୍ଜ(ବଡ଼ ଖବର ବ୍ୟୁରୋ): ମାଗଣା ରାସନ ବଣ୍ଟନରେ ଅନିୟମିତ ହେଉଥିବା ଅଭିଯୋଗ । ମୟୁରଭଞ୍ଜ ଜିଳ୍ଲା ବଡ଼ସାହି ବ୍ଲକ କେନ୍ଦୁଡିହା ଗ୍ରାମପଞ୍ଚାୟତର ହିତାଧିକାରୀ ଏହି ଅଭିଯୋଗ ଆଣିଛନ୍ତି | ଯେଉଁ ହିତାଧିକାରୀ ମାନେ ନୂଆ ରାସନ କାର୍ଡ ପାଇଛନ୍ତି ସେମାନଙ୍କ ପାଇଁ ମାଗଣା ରାସନ ଆସିନାହିଁ ବୋଲି କହି ପଞ୍ଚାୟତ ଯୋଗାଣ ଅଧିକାରିଣୀ ମିନାକ୍ଷୀ ବେହେରା ଫେରାଇ ଦେଉଛନ୍ତି |

ତେବେ ପଞ୍ଚାୟତକୁ PEO ଆସୁନଥିବାବେଳେ ଅନ୍ୟଜଣେ ବ୍ୟକ୍ତି ପଞ୍ଚାୟତ କାର୍ୟ୍ୟରେ ହସ୍ତକ୍ଷେପ କରୁଥିବା ଅଭିଯୋଗ କରିଛନ୍ତି | ଏସବୁ ସରପଞ୍ଚଙ୍କ ଉପସ୍ଥିରେ ହେଉଥିବା ବେଳେ ଲୋକମାନଙ୍କ ପାଇଁ ଆସୁଥିବା ମାଗଣା ରାସନ ସାମଗ୍ରୀକୁ ହିତାଧିକାରୀ ମାନଙ୍କୁ ନଦେବାପାଇଁ କିଏ ମନାକରିଥିବା ତାହା ଜଣାପଡିନାହିଁ |  ତେବେ ଏ ବାବଦରେ ଆମେ ବ୍ଲକ ଯୋଗାଣ ଅଧିକାରୀଙ୍କୁ ପଚାରିବାରୁ ସେ କହିଥିଲେ ସେମିତି କିଛି ନାହିଁ ସମସ୍ତଙ୍କୁ ମାଗଣା ରାସନ ଦିଆଯିବ ବୋଲି କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ