Masthead

ଆଇନ ମାନୁ ନାହାନ୍ତି ଶାସକ ଦଳର ନେତା, ପୁଣି କଟକଣା ଭାଙ୍ଗି ସଭା କଲେ ସ୍ନେହାଙ୍ଗୀନୀ

ଅତାବିରା(ବଡ଼ ଖବର ବ୍ୟୁରୋ): ଅମାନିଆ ବିଜେଡି ନେତା । ଆଇନ୍ ମାନୁ ନାହାନ୍ତି ଶାସକ ଦଳର ନେତା, ମନ୍ତ୍ରୀ, ବିଧାୟକ, ସାଂସଦ । ପୁଣି ବିଜେଡି ବିଧାୟିକା ସ୍ନେହାଙ୍ଗୀନୀ ଛୁରିଆ କୋଭିଡ କଟକଣାକୁ କଲେ ଫୁ । କୋଭିଡ ନିୟମ ଉଲଂଘନ କରି ସ୍ନେହାଙ୍ଗୀନୀ କଲେ ସଭା । ଅତାବିରା ନିର୍ବାଚନ ମଣ୍ଡଳୀର ଭେଡେନ ବ୍ଲକ ଗଣ୍ଠି ପାଲିରେ ସଭା । ସାଧାରଣ ଲୋକଟିଏ ଘରୁ ବାହାରିଲେ ପୋଲିସ ଦେଖାଉଛି ନାଲି ଆଖି । ଲାଠି ମାଡ ସହ ଆଦାୟ କରୁଛି ଫାଇନ୍ । କିଛି ଦିନ ତଳେ ସଟଡାଉନ ସମୟରେ ବବି ଦାସ ମଧ୍ୟ ସଟଡାଉନ ସମୟରେ ଦଳୀୟ ସଭା କରିଥିବା ନଜରକୁ ଆସିଥିଲା । ଏବଂ ଶିକ୍ଷାମନ୍ତ୍ରୀ ସମୀର ଦାଶ ମଧ୍ୟ ଶହ ଶହ ଲୋକଙ୍କୁ ଏକାଠି କରି ସେତୁ ଉଦଘାଟନ କରିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି