ଟିକାକରଣରେ ନୂଆ ରେକର୍ଡ଼, ଦିନକରେ ୮୩ଲକ୍ଷ ଟିକାକରଣ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଗତକାଲି ଠାରୁ ସାରା ଭାରତରେ ଆରମ୍ଭ ହୋଇଛି ମହାମାରୀ ବିରୋଧରେ ଟୀକାକରଣ ପାଇଁ ନୂଆ ନୀତି । ଏହି ନୂଆ ଟୀକା ନୀତି ପରେ ଭାରତରେ ଟିକାକରଣରେ ସୃଷ୍ଟି ହୋଇଛି ନୂଆ ରେକର୍ଡ଼ । ଗତକାଲି ଗୋଟିଏ ଦିନରେ ୮୩ ଲକ୍ଷ ଲୋକ ଟିକା ନେଇଛନ୍ତି । ଯାହାକି ଭାରତରେ ନୂଆ ରେକର୍ଡ଼ ସୃଷ୍ଟି କରିଛି । ଭାତରରେ ଗୋଟିଏ ଦିନରେ ଏତେ ସଂଖ୍ୟକ ଟିକାକରଣ ହେବା ପ୍ରଥମ ଘଟଣା । ଏପ୍ରିଲ ୫ରେ ଦେଶରେ ସର୍ବାଧ୍ଚଳ ୪୩ ଲକ୍ଷ ଡ଼ୋଜ୍ ଟିକାକରଣ ହୋଇଥିଲା କିନ୍ତୁ ଜୁନ ୨୧ରେ ଟିକାକରଣ ଏହି ରେକର୍ଡ଼କୁ ଭାଙ୍ଗି ଦେଇଛି ।

ଏହି ରେକର୍ଡ଼ ସଂଖ୍ୟକ ଟିକାକରଣକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଖୁସି ବ୍ୟକ୍ତ କରିଛନ୍ତି । ଏଥିସହ ସେ ୱେଲଡ଼ନ ଇଣ୍ଡିଆ ବୋଲ ଟ୍ୱିଟ୍ କରି କହିଛନ୍ତି । ଏହାସହ ସେ କହିଛନ୍ତି, ଆଜିର ରେକର୍ଡ଼ ଟିକାକରଣ ବେଶ ପ୍ରସଂଶନୀୟ । ଟିକା ହେଉଛି କରୋନା ବିରୋଧୀ ଲଢେଇରେ ଆମର ସବୁଠାରୁ ବଡ଼ ଅସ୍ତ୍ର । ଯେଉଁମାନେ ଟିକା ନେଇଛନ୍ତି ସେମାନଙ୍କୁ ଶୁଭେଚ୍ଛା । ଏତେ ସଂଖ୍ୟକ ଲୋକଙ୍କୁ ଟିକାର ଡ଼ୋଜ୍ ଦେବାକୁ ଅକ୍ଳାନ୍ତ ପରିଶ୍ରମ କରିଥିବା ସମସ୍ତ କୋଭିଡ଼ ଯୋଦ୍ଧାଙ୍କୁ ସଲାମ୍ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ