Before Header

ପରଲୋକରେ ବରିଷ୍ଠ ସାମ୍ବାଦିକ ଜୟୀ ନାରାୟଣ

0 113

ସୁକିନ୍ଦା(ବଡ଼ ଖବର ବ୍ୟୁରୋ):  ପରଲୋକରେ ବରିଷ୍ଠ ସାମ୍ବାଦିକ ଜୟୀ ନାରାୟଣ ମହାପାତ୍ର । ଜୟୀ ନାରାୟଣ ଯାଜପୁର ଜିଲ୍ଲାର ବରିଷ୍ଠ ସାମ୍ବାଦିକ ତଥା ସୁକିନ୍ଦା, କଳିଙ୍ଗନଗରରେ ଦୀର୍ଘ ୪୦ ବର୍ଷରୁ ଅଧିକ ସମୟ ଧରି ସାମ୍ବାଦିକତା କରିଆସୁଥିଲେ । ଆଜି ତାଙ୍କର ଦେହାନ୍ତ ହୋଇଛି । ତାଙ୍କର ମୃତ୍ୟୁ ଖବର ପାଇ ସମଗ୍ର ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି। ଦୀର୍ଘ ଦିନ ଧରି ଦେହ ଅସୁସ୍ଥ ଥିବାରୁ ସେ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଜୟୀ ନାରାୟଣଙ୍କୁ “ବଡ଼ ଖବର” ପରିବାର ପକ୍ଷରୁ ଗଭୀର ଶ୍ରଦ୍ଧାଞ୍ଜଳି ।

Leave A Reply

Your email address will not be published.