Masthead

ଧାନ ବିକ୍ରିରେ ଅବହେଳା, ତେଜିଲେ ଚାଷୀ

ଡୁଙ୍ଗୁରୀପାଲି (ବଡ଼ ଖବର ବ୍ୟୁରୋ) : ଧାନ ବିକ୍ରିରେ ଅବହେଳା ନେଇ ତେଜିଲେ ଚାଷୀ । ଚେରୁପଲି ପେକ୍ସରେ ପକାଇଲେ ତାଲା । ଚେରୁପଳି ପେକ୍ସାରେ ଲାଗି ରହିଛି ଚାଷୀ ସମସ୍ୟା । ଅନେକ ଚାଷୀଙ୍କ ଟୋକନ ନାସିବା, ଟୋକାନ ଲେପସ ହେବା ଆଦି ଅନେକ ସମସ୍ୟା ଲାଗି ରହିଥିବାରୁ ଚାଷୀ ନାହିନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ଅବବଦରେ ଅନେକ ଥର ଅଭିଯୋଗ କଲେ ସୁଦ୍ଧା ଏହାର ସମାଧାନ ନକରିବାରୁ ଚେରୁପାଳି ପେକ୍ସସ୍ କାର୍ଯ୍ୟାଳୟକୁ ତାଲାବନ୍ଦ କରିଛନ୍ତି ଚାଷୀ । ଏହାକୁ ସମର୍ଥନ ଜଣାଇ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଶୋକ ପୂଜାରୀ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ରୁଦ୍ର କିଶୋର ମହଲାଙ୍କ ସହ ଅନେକ ବିଜେପି କାର୍ଯ୍ୟ କର୍ତ୍ତା ଏହି ତାଲାବନ୍ଦରେ ସାମିଲ ହୋଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ