Masthead

ଟଙ୍କା ପାଇଁ ଝିଅକୁ ବିକୁଥିଲା ମା’

ସମ୍ବଲପୁର (ବଡ଼ ଖବର ବ୍ୟୁରୋ) : ନାବାଳିକାକୁ ବିକ୍ରି ଉଦ୍ୟମ । ସମ୍ବଲପୁର ଦେଲେଇ ପଡାଠାରେ ୧୪ ବର୍ଷୀୟ ନାବାଳିକାକୁ ବିକ୍ରି କରିବାକୁ ଉଦ୍ୟମ କରିଛନ୍ତି ଝିଅର ମା’ ଏବଂ ମାମୁଁ । ତେବେ ଚାଇଲ୍ଡଲାଇନ ଓ ପୋଲିସ ଝିଅକୁ ଉଦ୍ଧାର କରିଛି । ନାବାଳିକାକୁ ମା’ ଏବଂ ମାମୁଁ ଝାଂସିରେ ବିକ୍ରି କରିବା ପାଇଁ ଉଦ୍ୟମ କରିଥିଲେ ।

ପୂର୍ବରୁ ମଧ୍ୟ ଏମାନେ ଏଭଳି ଉଦ୍ୟମ କରି ବିଫଳ ହୋଇଥିଲେ। ଆଜି ପୁଣି ନବଳିକାକୁ ଝାଂସି ନେବା ପାଇଁ ପ୍ରସ୍ତୁତ ହେଉଥିବା ବେଳେ ଚାଇଲଡ଼ ଲାଇନ ଓ ପୋଲିସ ଚଢ଼ାଉ କରିଥିଲା। ନାବାଳିକାକୁ ଉଦ୍ଧାର କରି ଚାଇଲଡ଼ଲାଇନର କର୍ମକର୍ତ୍ତା ମାନେ ନିଜ ସହିତ ନେଇଯାଇଥିବା ବେଳେ ନବଳିକାର ମା’ ଓ ମାମୁଙ୍କ ବିରୁଦ୍ଧରେ ଥାନାରେ ଚାଇଲଡ଼ଲାଇନ ପକ୍ଷରୁ ଏତେଲା ଦିଆଯାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ