Masthead

ଚେସରେ ଇତିହାସ ରଚିଲେ ୧୨ ବର୍ଷର ବାଳକ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଚେସରେ ଇତିହାସ ରଚିଲେ ୧୨ ବର୍ଷର ବାଳକ । ୧୨ ବର୍ଷର ବାଳକ ଅଭିମନ୍ୟୁ ମିଶ୍ରା ଚେସ୍ ଇତିହାସରେ ସବୁଠାରୁ କମ୍ ବୟସର ଗ୍ରାଣ୍ଡମାଷ୍ଟର । ନିୟୁ ଜର୍ସିରେ ଜୁନ୍ ୩୦ରେ ଆୟୋଜିତ ଚେସ୍ ପ୍ରତିଯୋଗିତାରେ ସେ ତୃତୀୟଥର ପାଇଁ ଗ୍ରାଣ୍ଡମାଷ୍ଟର ହେବାର ସଫଳତା ହାସଲ କରିଛନ୍ତି ।

ସେ ବର୍ତ୍ତମାନ ସୁଦ୍ଧା ୨୫୦୦ ଇଏଲଓ ରେଟିଂ ଅତିକ୍ରମ କରିସାରିଲେଣି । ଅଢେଇ ବର୍ଷ ବୟସରୁ ଅଭିମନ୍ୟୁ ଚେସ୍ ପ୍ରେମରେ ପଡିଯାଇଥିଲେ । ତାଙ୍କର ରୋଲ ମଡେଲ ହେଉଛନ୍ତି ମାଗନସ୍ ର୍କାଲସେନ୍ । ବିଶ୍ୱ ଚମ୍ପିଆନ୍ ହେବା ତାଙ୍କର ଲକ୍ଷ୍ୟ । ୧୫ବର୍ଷ ବୟସ ହେବା ପୂର୍ବରୁ ଲକ୍ଷ୍ୟ ସ୍ଥଳରେ ପହଞ୍ଚିପାରିବେ ବୋଲି ଅଭିମନ୍ୟୁ ଆଶାବାଦୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା