ଜାଣନ୍ତୁ କେଉଁଠି ପାଳନ ହେଉଛି ଫିସ୍ ଫେଷ୍ଟିଭାଲ

(ବଡ଼ ଖବର ବ୍ୟୁରୋ): କୋଭିଡ ନିୟମ ଉଲ୍ଲଘଂନ କରି ଲୋକମାନେ ମାଛ ଧରୁଛନ୍ତି । ହଜାରେରୁ ଅଧିକ ଲୋକ ମାଛ ଧରୁଛନ୍ତି। ନା ଅଛି ସାମାଜିକ ଦୂରତା, ନା ଅଛି କାହା ମୁହଁରେ ମାକ୍ସ । ଏ ହେଉଛି ତାମିଲନାଡୁର ଭିଲାରିପଟ୍ଟି ଗାଁର ଦୃଶ୍ୟ । ପ୍ରତିବର୍ଷ ଜୁଲାଇ ୪ରେ ଭିଲାଇପଟ୍ଟି ଅଞ୍ଚଳର ୪ଖଣ୍ଡ ଗାଁର ଲୋକମାନେ ପାଳିଆସୁଛନ୍ତି ମାଛଧରା ପର୍ବ ବା ଫିସ୍ ଫେଷ୍ଟିଭାଲ । ଗାଁ ନିକଟସ୍ଥ ଶିବଗଙ୍ଗାରେ ଏହା ପାଳିତ ହୋଇଥାଏ । ଏହି ପର୍ବ ଅତି ପୁରାତନ । ଶହେ ବର୍ଷରୁ ଅଧିକ ହେବ ଲୋକମାନେ ଫିସ୍ ଫେଷ୍ଟିଭାଲ ପାଳନ କରିଆସୁଛନ୍ତି ।

ବର୍ଷସାରା ଶିଗଙ୍ଗାରୁ କେହି ମାଛ ଧରନ୍ତି ନାହିଁ । ବର୍ଷକୁ ଥରେ ଅର୍ଥାତ୍ ଜୁଲାଇ ୪ରେ ଲୋକମାନେ ମିଳିତ ହୋଇ ମାଛ ଧରନ୍ତି । ଆଉ ଧରିଥିବା ମାଛ ନିଜେ ଭଜା, ତରକାରୀ କରି ଖାଆନ୍ତି, ଆଉ ସମ୍ପର୍କୀୟମାନଙ୍କୁ ବାଣ୍ଟନ୍ତି । ଲୋକଙ୍କ ବିଶ୍ୱାସ ଅଛି ଏହି ମାଛ ଖାଇଲେ ଦେହ ସୁସ୍ଥ ରହିବା ସହ ଫସଲ ଅମଳ ମଧ୍ୟ ଭଲ ହୋଇଥାଏ । ଗତ ୪ତାରିଖରେ ତାମିଲନାଡୁରେ ୩ହଜାର ୮୬୭ ନୂଆ କୋଭିଡ ରୋଗୀ ଚିହ୍ନଟ ହୋଇଥିବା ବେଳେ ୭୨ଜଣଙ୍କ ମୃତ୍ୟୁ ହୋଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ