Masthead

ଚକ୍ ଖଡ଼ିରେ କୁନି ରଥ

ଫୁଲବାଣୀ(ବଡ଼ ଖବର ବ୍ୟୁରୋ): ଶିଳ୍ପୀର ଭାବନା ଓ ହାତର ଜାଦୁ କଥା କହେ । ଚକ ଖଡିରେ କୁନି ରଥ। ଆଉ କୁନି ରଥରେ ବିଜେ କଳା ସାଆନ୍ତ । ଆପଣ ବଡ଼ ବଡ଼ ରଥ ଦେଖିଥିବେ ହେଲେ ଏପରି କୁନି ରଥ ବୋଧହୁଏ ଦେଖି ନଥିବେ। ଆମେ କହୁଛୁ ଫୁଲବାଣୀ ନଦିଖଣ୍ଡି ସାହିର ପ୍ରତ୍ୟୁଷ କୁମାର ଚୌଧୁରୀଙ୍କ କଥା। ଅତି ସୁନ୍ଦର ଓ ନିଖୁଣ ଭାବେ କୁନିରଥ ନିର୍ମାଣ କରିଛନ୍ତି ପ୍ରତ୍ୟୁଷ। ସେ ପୁଣି ଚକ୍ ଖଡ଼ିରେ । ଗୋଟେ ଛୁଞ୍ଚିକୁ ବ୍ୟବହାର କରି ଅତି ସୁନ୍ଦର ଭାବରେ ଖୋଦେଇ କରି ନିର୍ମାଣ କରିଛନ୍ତି ଏହି ରଥ। ଏହି ରଥର ଉଚ୍ଚତା ୨.୨ ସେମି । ଚଉଡା ୧.୮ ସେମି । ଏହା ପୃଥିବୀର ସବୁଠୁ ଛୋଟ ରଥ ବୋଲି ଦାବିକରିଛନ୍ତି ପ୍ରତ୍ୟୁଷ। ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା ଅବସରରେ ଏହି କୁନି ରଥ ତିଆରି କରିଥିବା ପ୍ରତ୍ୟୁଷ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘୨୪ ବର୍ଷ ନୁହେଁ ୨୪ ମିନିଟ୍‌ ଯଥେଷ୍ଟ’ 🔴 ସରହଦରେ ରାସ୍ତା ପାଇଁ କଟା ଯିବ ଜଙ୍ଗଲ 🔴 ନବୀନଙ୍କୁ ନବରଙ୍ଗପୁର ଜିଲ୍ଲାରେ ଲାଗିଲା ଧକ୍କା 🔴 ୪୫ କୋଟିର ଡ୍ରଗ୍ସ ଜବତ 🔴 ଦିନ ୨ଟା ଯାଏଁ ଜଗା ଦର୍ଶନ ବନ୍ଦ 🔴 ଆଜିଠୁ ବଢ଼ିବ ବର୍ଷା 🔴 ଆମେରିକାକୁ ଏୟାର ଡିିଫେନ୍ସ ସିଷ୍ଟମ ମାଗିଲା ପାକିସ୍ତାନ 🔴 ଆଇଇଡି ବିସ୍ଫୋରଣ, ASP ସହିଦ 🔴 ଆଜି ଦ୍ୱିତୀୟ ରଥଯାତ୍ରା ସମନ୍ୱୟ ବୈଠକ 🔴 ୧୧ ଜିଲ୍ଲାକୁ ଭୀଷଣ ଗରମ ସହ ଗୁଳୁଗୁଳି ନେଇ ସତର୍କତା 🔴 ‘୨୪ ବର୍ଷ ନୁହେଁ ୨୪ ମିନିଟ୍‌ ଯଥେଷ୍ଟ’ 🔴 ସରହଦରେ ରାସ୍ତା ପାଇଁ କଟା ଯିବ ଜଙ୍ଗଲ 🔴 ନବୀନଙ୍କୁ ନବରଙ୍ଗପୁର ଜିଲ୍ଲାରେ ଲାଗିଲା ଧକ୍କା 🔴 ୪୫ କୋଟିର ଡ୍ରଗ୍ସ ଜବତ 🔴 ଦିନ ୨ଟା ଯାଏଁ ଜଗା ଦର୍ଶନ ବନ୍ଦ 🔴 ଆଜିଠୁ ବଢ଼ିବ ବର୍ଷା 🔴 ଆମେରିକାକୁ ଏୟାର ଡିିଫେନ୍ସ ସିଷ୍ଟମ ମାଗିଲା ପାକିସ୍ତାନ 🔴 ଆଇଇଡି ବିସ୍ଫୋରଣ, ASP ସହିଦ 🔴 ଆଜି ଦ୍ୱିତୀୟ ରଥଯାତ୍ରା ସମନ୍ୱୟ ବୈଠକ 🔴 ୧୧ ଜିଲ୍ଲାକୁ ଭୀଷଣ ଗରମ ସହ ଗୁଳୁଗୁଳି ନେଇ ସତର୍କତା