Masthead

ଆତଙ୍କବାଦ ଲିଙ୍କ୍: ୧୧ ସରକାରୀ କର୍ମଚାରୀ ଚାକିରିରୁ ବିଦା

(ବଡ଼ ଖବର ବ୍ୟୁରୋ):ଆତଙ୍କବାଦୀଙ୍କ ସହ ସମ୍ପର୍କ ରଖୁଛନ୍ତି ସରକାରୀ କର୍ମଚାରୀ । ଦେଉଛନ୍ତି ଦେଶର ଗୁପ୍ତ ତଥ୍ୟ । ଗୁଇଦା ବିଭାଗ ହାତରେ ଏଭଳି ତଥ୍ୟ । ଆତଙ୍କବାଦ ଲିଙ୍କ୍ ଯୋଗୁଁ ୧୧ ସରକାରୀ କର୍ମଚାରୀ ଚାକିରିରୁ ବିଦା । ଜାମ୍ମୁ ଓ କାଶ୍ମୀରର ୧୧ ସରକାରୀ କର୍ମଚାରୀ ହରାଇଲେ ଚାକିରି । ସେମାନଙ୍କ ମଧ୍ୟରେ ଶିକ୍ଷା ବିଭାଗର ୪, ପୋଲିସ ବିଭାଗର ୨, କୃଷି, ଦକ୍ଷତା ବିକାଶ, ଶକ୍ତି ଓ ସ୍ବାସ୍ଥ୍ୟ ବିଭାଗର ଜଣେ ଲେଖାଏଁ କର୍ମଚାରୀ ଅଛନ୍ତି । ଏହି କର୍ମଚାରୀମାନେ ପାକିସ୍ଥାନର ଆତଙ୍କବାଦୀଙ୍କ ସହ ଉତ୍ତମ ସମ୍ପର୍କ ରଖିଥିବାରୁ ଜାମ୍ମୁ- କାଶ୍ମିରୀ ସରକାର ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଏହି ସରକାରୀ କର୍ମଚାରୀମାନଙ୍କୁ ଚାକିରିରୁ ବହିଷ୍କାର କରାଯାଇନି, ସେମାନଙ୍କୁ ଜେରା ମଧ୍ୟ କରାଯାଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ