Masthead

ମହାକାଶରେ ଇତିହାସ ରଚିଲା ଚାଇନା

(ବଡ଼ ଖବର ବ୍ୟୁରୋ): ମହାକାଶରେ ଇତିହାସ ରଚିଲା ଚାଇନା । ମହାଶୂନ୍ୟରେ ଚାଲିଲେ ଚାଇନା ନାଗରିକ । ମହାକାଶରେ ଚାଇନା ସ୍ଥାପନ କରିଛି ନିଜସ୍ୱ ସ୍ପେସ୍ ଷ୍ଟେସନ୍ । ଚାଇନା ଏହି ସ୍ପେସ୍ ଷ୍ଟେସନର ନାଁ ରଖିଛି ତିଆଙ୍ଗଅଙ୍ଗ । ମହାକାଶଚାରୀମାନେ ସ୍ପେସ୍ ଷ୍ଟେସନରୁ ବାହାରି ମହାଶୂନ୍ୟରେ ଚାଲୁଛନ୍ତି ।

ପୃଥିବୀ ପୃଷ୍ଠରୁ ହଜାର ହଜାର ମାଇଲ୍ ଦୂରରେ ମହାକାଶରେ ପୂର୍ବରୁ କେବେ ମହାକାଶଚାରୀମାନେ ଚାଲିନଥିଲେ । ମହାଶୂନ୍ୟରେ ଚାଇନା ମହାକାଶଚାରୀମାନେ ପ୍ରଥମ ଥର ଚାଲି ଇତିହାସ ରଚିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩ ଦିନ କାଁ ଭାଁ ଘଡ଼ଘଡ଼ି ସହ ବର୍ଷା 🔴 ସୁସ୍ଥ ଜୀବନ ପାଇଁ ଦରକାର ଯୋଗ 🔴 ବିକଶିତ ଓଡ଼ିଶାର ମୁଖ୍ୟ ଶକ୍ତି : ଲକ୍ଷପତି ଦିଦି 🔴 ବଟି ମାଗି ବିଜେଡି ନେତା ଗିରଫ 🔴 ଟ୍ରାଫିକ ଜାମରେ ଫସିଲା ଆମ୍ବୁଲାନ୍ସ, ରୋଗୀ ଛଟପଟ 🔴 ରାଜ୍ୟରେ ଆଜିଠୁ ଖୋଲିବ ସ୍କୁଲ 🔴 ପୁଣି ଆସୁଛି ଆଉ ଏକ ଲଘୁଚାପ 🔴 ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି 🔴 ୯ଟି ଜିଲ୍ଲାରେ ପ୍ରବଳ ବର୍ଷା 🔴 ନବ ଦାସଙ୍କ ଘରେ ଆଇଟି ରେଡ୍ 🔴 ୩ ଦିନ କାଁ ଭାଁ ଘଡ଼ଘଡ଼ି ସହ ବର୍ଷା 🔴 ସୁସ୍ଥ ଜୀବନ ପାଇଁ ଦରକାର ଯୋଗ 🔴 ବିକଶିତ ଓଡ଼ିଶାର ମୁଖ୍ୟ ଶକ୍ତି : ଲକ୍ଷପତି ଦିଦି 🔴 ବଟି ମାଗି ବିଜେଡି ନେତା ଗିରଫ 🔴 ଟ୍ରାଫିକ ଜାମରେ ଫସିଲା ଆମ୍ବୁଲାନ୍ସ, ରୋଗୀ ଛଟପଟ 🔴 ରାଜ୍ୟରେ ଆଜିଠୁ ଖୋଲିବ ସ୍କୁଲ 🔴 ପୁଣି ଆସୁଛି ଆଉ ଏକ ଲଘୁଚାପ 🔴 ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି 🔴 ୯ଟି ଜିଲ୍ଲାରେ ପ୍ରବଳ ବର୍ଷା 🔴 ନବ ଦାସଙ୍କ ଘରେ ଆଇଟି ରେଡ୍