Masthead

ଟୁକୁନି ସାହୁଙ୍କ ଗାଡ଼ି ସାମ୍ନାରେ ବିରୋଧ କରିବାରୁ ପଦଯାତ୍ରୀମାନଙ୍କୁ ଥାନାରେ ଅଟକ

ସଇଁତଲା (ବଡ଼ ଖବର ବ୍ୟୁରୋ): ଆବାସ ଯୋଜନାରେ କୋସଲାଞ୍ଚଲକୁ ଅବହେଲା କରାଯାଉଥିବା ପ୍ରତିବାଦରେ କୋଶଳ ସ୍ୱଭିମାନର ପଦଯାତ୍ରା। ମନ୍ତ୍ରୀ ଟୁକୁନି ସାହୁଙ୍କ ଗାଡି ସାମ୍ନାରେ ବିରୋଧ କରିବାରୁ ପଦଯତ୍ରୀମାନଙ୍କୁ ସଇଁତଲା ଥାନାରେ ଅଟକ। ଗତକାଲି ଜାତୀୟ ରାଜପଥ ୨୬ ବରଗା ଛକ ଠାରେ ମନ୍ତ୍ରୀ ଟୁକୁନି ସାହୁ ବଲାଙ୍ଗୀରରୁ ଟିଟିଲାଗଡ଼ ରାସ୍ତା ଜାତୀୟ ରାଜପଥ ୨୬ରେ ଯାଉଥିବା ବେଳେ ମନ୍ତ୍ରୀଙ୍କ ଗାଡି ସାମ୍ନାରେ ଠିଆ ହୋଇ ଆନ୍ଦୋଳନକାରୀ ମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

ତେବେ ସଇଁତଲା ପୋଲିସ ସୂଚନା ପାଇଁ ଘଟଣା ସ୍ଥଳକୁ ପହଁଚି ପଦଯାତ୍ରୀମାନଙ୍କୁ ସଇଁତଲା ଥାନାରେ ଅଟକ ରଖାଯାଇଛି । ପରେ ଖବର ପାଇ ଟିଟିଲଗଡ଼ ଏସଡିପିଓ ସୁରେନ୍ଦ୍ରନାଥ ସତପଥୀ ସଇଁତଲା ଥାନାକୁ ପହଞ୍ଚି ପଦଯାତ୍ରୀଙ୍କ ସହିତ ଆଲୋଚନା କରିଥିଲେ ସୁଦ୍ଧା କୈଣସି ପ୍ରକାର ସମାଧାନ ହୋଇପାରିନଥିଲା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ