Masthead

ଅଲିମ୍ପିକ୍ସରେ ଭବାନୀ ଦେବୀଙ୍କ ଅଭିଯାନ ଶେଷ

(ବଡ଼ ଖବର ବ୍ୟୁରୋ): ଟୋକିଓ ଅଲିମ୍ପିକ୍ସରେ ଭବାନୀ ଦେବୀଙ୍କ ଅଭିଯାନ ଶେଷ । ଫେନ୍ସିଂରେ ଭବାନୀ ଦେବୀ ୭-୧୫ରେ ଫ୍ରାନ୍ସର ମାନୋନ ବ୍ରୁନେଟଙ୍କଠୁ ପରାସ୍ତ ହୋଇଛନ୍ତି । ଫେନ୍ସିଂରେ ପ୍ରଥମ ରାଉଣ୍ଡ ମ୍ୟାଚ ଜିତି ପ୍ରି-କ୍ୱାଟରକୁ ଯାଇଥିବା ଭବାନୀ ଦେବୀ ଫ୍ରାନ୍ସ ଠାରୁ ପରାସ୍ତ ହୋଇଛନ୍ତି । ଅସୀ ଚାଳନାରେ ଭାରତର ପ୍ରଥମ ପ୍ରତିଯୋଗୀ ଭାବେ ଅଲିମ୍ପିକ୍ସ ଖେଳି ବିଜୟରୁ ଅଭିଯାନ ଆରମ୍ଭ କରିଥିଲେ ।

ବ୍ୟକ୍ତିଗତ ସାବ୍ରେ ଇଭେଣ୍ଟର ରାଉଣ୍ଡ-୬୪ରେ ଟ୍ୟୁନିସିଆର ନାଦିଆଙ୍କୁ ହରାଇ ଅଲିମ୍ପିକ୍ସରେ ପ୍ରଥମ ବିଜୟ ହାସଲ କରିଛନ୍ତି । ଅସୀ ଚାଳନା ବିଭାଗରେ ପ୍ରଥମ ଭାରତୀୟ ଭାବେ ଅଲିମ୍ପିକ୍ସରେ ପାଦ ଥାପିଥିବା ୨୭ ବର୍ଷିୟ ଭବାନୀ ପ୍ରଥମ ପିରିୟଡର ୮-୦ରେ ଆଗୁଆ ରହିଥିଲେ । ପରେ ଦ୍ବିତୀୟ ପିରିୟଡରେ ନାଦିଆ ପ୍ରତ୍ୟାବର୍ତ୍ତନ କରିଥିଲେ । ହେଲେ ଭବାନୀ ଦେବୀ ଦମଦାର ପ୍ରଦର୍ଶନ ଜାରି ରଖିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବିସ୍ଫୋରଣରୁ ଅଳ୍ପକେ ବର୍ତ୍ତିଲେ ଯବାନ 🔴 ପୀତବାସ ପଣ୍ଡା ହତ୍ୟା ମାମଲା, ରିମାଣ୍ଡରେ ଗଲେ ଅଭିଯୁକ୍ତ 🔴 ସୃଷ୍ଟି ହେଲା ଘୂର୍ଣ୍ଣିବଳୟ 🔴 ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ 🔴 ଆଜିଠୁ ବିହାରରେ ନୀତିଶ ରାଜ୍ 🔴 ଶପଥ ନେବେ ଜୟ 🔴 ବିହାରରେ ଆଜିଠୁ ପୁଣି ନୀତୀଶ ସରକାର 🔴 ପୁଣି ଆସୁଛି ବର୍ଷା 🔴 ୧୦ମ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବେ ନୀତୀଶ କୁମାର 🔴 ‘ଅସ୍ତ୍ର ଛାଡି ଆତ୍ମସମର୍ପଣ କର’ 🔴 ବିସ୍ଫୋରଣରୁ ଅଳ୍ପକେ ବର୍ତ୍ତିଲେ ଯବାନ 🔴 ପୀତବାସ ପଣ୍ଡା ହତ୍ୟା ମାମଲା, ରିମାଣ୍ଡରେ ଗଲେ ଅଭିଯୁକ୍ତ 🔴 ସୃଷ୍ଟି ହେଲା ଘୂର୍ଣ୍ଣିବଳୟ 🔴 ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ 🔴 ଆଜିଠୁ ବିହାରରେ ନୀତିଶ ରାଜ୍ 🔴 ଶପଥ ନେବେ ଜୟ 🔴 ବିହାରରେ ଆଜିଠୁ ପୁଣି ନୀତୀଶ ସରକାର 🔴 ପୁଣି ଆସୁଛି ବର୍ଷା 🔴 ୧୦ମ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବେ ନୀତୀଶ କୁମାର 🔴 ‘ଅସ୍ତ୍ର ଛାଡି ଆତ୍ମସମର୍ପଣ କର’