Masthead

ହେଲ୍ପ ବଡ଼ ଖବର ଅଭିଯାନ ଶୁଭାରମ୍ଭ

ଭୁବନେଶ୍ଵର (ବଡ଼ ଖବର ବ୍ୟୁରୋ): ହେଲ୍ପ ବଡ଼ ଖବର ଅଭିଯାନ । ଏହାର ଶୁଭାରମ୍ଭ ହେବ ମହାପ୍ରଭୁଙ୍କ ଆଶିଷରୁ ଶ୍ରୀକ୍ଷେତ୍ର ପୁରୀରୁ । ଗଣତନ୍ତ୍ରର ସୁରକ୍ଷା ପାଇଁ, ନିରପେକ୍ଷ ସାମ୍ବାଦିକତା ପାଇଁ ବଡ ଖବରକୁ ସାହାଯ୍ୟ କରିବାକୁ ନିବେଦନ । ଆଜି ଅପରାହ୍ନ ୪ଟାରେ ବଡ଼ ଖବର ଟିମ୍ ପହଞ୍ଚିବ ପୁରୀର ରାଜନଅର ସାମ୍ନାରେ । ବଡ ଠାକୁରଙ୍କ ସାମ୍ନାରେ ବଡଦାଣ୍ଡରେ ଆପଣଙ୍କ ଆଶୀର୍ବାଦ ଚାହିଁବ ବଡ଼ ଖବର ।

ଆପଣଙ୍କ ଚ୍ୟାନେଲ ବଡ଼ ଖବରକୁ ବଢାଇବେ ସହାୟତାର ହାତ । ଶ୍ରୀଜଗନ୍ନାଥଙ୍କ କୃପାରୁ ବଡ଼ ଖବର ଆଗକୁ ବଢୁଛି । ଓଡ଼ିଶାର ସ୍ୱାର୍ଥ ପାଇଁ ଏକମାତ୍ର ଗଣମାଧ୍ୟମ ଭାବେ କାମ କରୁଛି । ଏହି ଚ୍ୟାନେଲ ଚଲାଇବାକୁ ଅର୍ଥର ଆବଶ୍ୟକତା ରହିଛି । ସେଥିପାଇଁ ହେଲ୍ପ ବଡ଼ ଖବର ଅଭିଯାନର ପରିକଳ୍ପନା ହୋଇଛି । ରାଜ୍ୟର ବିଭିନ୍ନ ସହରକୁ ଯାଇ ଲୋକଙ୍କଠାରୁ ସହେଯାଗ ଚାହୁଁଛି ବଡ଼ ଖବର । ଏହା ପୂର୍ବରୁ ବଡ଼ ଖବରର ଆକାଉଣ୍ଟ ନମ୍ବର ମଧ୍ୟ ଜାରି ହୋଇଥିଲା । ଆପଣ ବଡ଼ ଖବର ଆକାଉଣ୍ଟରେ ମଧ୍ୟ ସହାୟତା ରାଶି ପଠାଇପାରିବେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବିକଶିତ ଓଡ଼ିଶାର ମୁଖ୍ୟ ଶକ୍ତି : ଲକ୍ଷପତି ଦିଦି 🔴 ବଟି ମାଗି ବିଜେଡି ନେତା ଗିରଫ 🔴 ଟ୍ରାଫିକ ଜାମରେ ଫସିଲା ଆମ୍ବୁଲାନ୍ସ, ରୋଗୀ ଛଟପଟ 🔴 ରାଜ୍ୟରେ ଆଜିଠୁ ଖୋଲିବ ସ୍କୁଲ 🔴 ପୁଣି ଆସୁଛି ଆଉ ଏକ ଲଘୁଚାପ 🔴 ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି 🔴 ୯ଟି ଜିଲ୍ଲାରେ ପ୍ରବଳ ବର୍ଷା 🔴 ନବ ଦାସଙ୍କ ଘରେ ଆଇଟି ରେଡ୍ 🔴 ବଢ଼ୁଛି ଡାଇରିଆ ମୃତ୍ୟୁ ସଂଖ୍ୟା, ପୁଣି ଆଉ ଜଣଙ୍କ ମୃତ୍ୟୁ 🔴 ଦୁଇଦିନ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା 🔴 ବିକଶିତ ଓଡ଼ିଶାର ମୁଖ୍ୟ ଶକ୍ତି : ଲକ୍ଷପତି ଦିଦି 🔴 ବଟି ମାଗି ବିଜେଡି ନେତା ଗିରଫ 🔴 ଟ୍ରାଫିକ ଜାମରେ ଫସିଲା ଆମ୍ବୁଲାନ୍ସ, ରୋଗୀ ଛଟପଟ 🔴 ରାଜ୍ୟରେ ଆଜିଠୁ ଖୋଲିବ ସ୍କୁଲ 🔴 ପୁଣି ଆସୁଛି ଆଉ ଏକ ଲଘୁଚାପ 🔴 ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି 🔴 ୯ଟି ଜିଲ୍ଲାରେ ପ୍ରବଳ ବର୍ଷା 🔴 ନବ ଦାସଙ୍କ ଘରେ ଆଇଟି ରେଡ୍ 🔴 ବଢ଼ୁଛି ଡାଇରିଆ ମୃତ୍ୟୁ ସଂଖ୍ୟା, ପୁଣି ଆଉ ଜଣଙ୍କ ମୃତ୍ୟୁ 🔴 ଦୁଇଦିନ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା