ଦିଲ୍ଲୀପଙ୍କ ଆଖିରେ ଲୁହ

(ବଡ଼ ଖବର ବ୍ୟୁରୋ): ଲଢୁଆ ପ୍ରଦର୍ଶନ କରି ହାରିଲେ, କିନ୍ତୁ ମନ ଜିତିଲେ । ମ୍ୟାଚ ହାରିଲେ ସତ କିନ୍ତୁ ଜିତିଗଲେ ହୃଦୟ । ଭାରତୀୟ ମହିଳା ହକିରେ ପରାଜୟ ପରେ ଏବେ ସାରା ଦେଶ ସ୍ତବ୍ଧ କିନ୍ତୁ ସମସ୍ତେ ଆଜି ଖେଳାଳିଙ୍କୁ ନେଇ ଗର୍ବ ଅନୁଭବ କରିଛି । ଟୋକିଓରେ ବ୍ରୋଞ୍ଜ ପାଇଁ ଚାଲିଥିଲା ଲଢେଇ । ଭାରତ – ଗ୍ରେଟ ବ୍ରିଟେନ ମଧ୍ୟରେ ଚାଲିଥିଲା ଲଢେଇ ।

ଆରମ୍ଭରୁ ଗୋଲ୍ ଦେଇ ଭଲ ପ୍ରଦର୍ଶନ ଲକ୍ଷ୍ୟରେ ଥିଲା ଟିମ୍ ଇଣ୍ଡିଆ । ଶେଷରେ ୩-୪ ଗୋଲରେ ବାଜି ମାରିନେଇଥିଲା ଗ୍ରେଟ୍ ବ୍ରିିଟେନ । ଭାରତକୁ ନିରାଶ ହେବା ପାଇଁ ପଡ଼ିଥିଲା । ଭାରତର ପରାଜୟକୁ ନେଇ ପୂର୍ବତନ ହକି ଖେଳାଳି ଦିଲ୍ଲୀପ ତିର୍କୀ ଭାବବିହ୍ୱଳ ହୋଇଯାଇଥିଲେ ।

ଭାରତୀୟ ଦଳ ପରାଜୟ ପରେ ଦିଲ୍ଲୀପଙ୍କ ଆଖିରେ ବୋହିଥିଲା ଲୁହର ଧାର । ଟିଭି ସାମ୍ନାରେ ମ୍ୟାଚର ପ୍ରତି ମୂହୂର୍ତ୍ତ ଉପଭୋଗ କରୁଥିବା ଦିଲ୍ଲୀପ ନିଜର ଭାବନାକୁ କଣ୍ଟ୍ରୋଲ କରିପାରିନଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ