Masthead

ବ୍ଲ୍ୟୁଟୁଥ୍ ହେଡ଼ ଫୋନ୍ ବିସ୍ଫୋରଣ

ଜୟପୁର (ବଡ଼ ଖବର ବ୍ୟୁରୋ): ବ୍ଲ୍ୟୁଟୁଥ୍ ହେଡ଼ ଫୋନ୍ ବିସ୍ଫୋରଣ । ଚାଲିଗଲା ୧୫ବର୍ଷର ଯୁବକଙ୍କ ଜୀବନ । ଏଭଳି ଘଟଣା ଘଟିଛି ରାଜସ୍ଥାନର ଜୟପୁରରେ । ଡାକ୍ତର କହିଛନ୍ତି ହୃଦଘାତରେ ଯୁବକଙ୍କ ମୃତ୍ୟୁ ହୋଇଛି । ଜୟପୁର ଚୋମ୍ମୁ ଅଞ୍ଚଳ ଉଦୟିପୁରିଆ ଗାଁର ରାକେଶ ନଗର ବ୍ଲ୍ୟୁଟୁଥ୍ ହେଡ଼ ଫୋନ୍ ବ୍ୟବହାର କରି କାହା ସହ କଥା ହେଉଥିଲେ ।

ଏହି ସମୟରେ ବ୍ଲ୍ୟୁଟୁଥ୍ ହେଡ଼ ଫୋନ୍ ଡିଭାଇସ୍ ବିସ୍ପୋରଣ ହୋଇଥିଲା । ଗୁରୁତର ରାକେଶଙ୍କୁ ତୁରନ୍ତ ସ୍ଥାନୀୟ ସିଦ୍ଧିବିନାୟକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଥାଇ ତାଙ୍କର ମୃତ୍ୟୁ ହୋଇଥିଲା । ଡାକ୍ତର ଏଲଏନ୍ ରୁଣ୍ଡଲା କହିଛନ୍ତି ବ୍ଲ୍ୟୁଟୁଥ୍ ହେଡ଼ ଫୋନ୍ ବିସ୍ପୋରଣ ହେବା ଘଟଣା ଦେଶରେ ପ୍ରଥମ । ତେବେ ହୃଦଘାତରେ ରାକେଶଙ୍କ ମୃତ୍ୟୁ ହୋଇଥାଇ ପାରେ । ବିସ୍ଫୋରଣରେ ରାକେଶଙ୍କ ଦୁଇ କାନ ଗୁରୁତର କ୍ଷତି ହୋଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼