Masthead

ୱାର୍ଲ୍ଡ କ୍ଲାସ ମ୍ୟୁଜିୟମ ପାଇଁ ଭଙ୍ଗାଯିବ ସାବରମତି ଆଶ୍ରମ, କଂଗ୍ରେସ କହିଲା ଷଡ଼ଯନ୍ତ୍ର

ଅହମ୍ମଦାବାଦ(ବଡ଼ ଖବର ବ୍ୟୁରୋ): ସାବରମତି ଆଶ୍ରମକୁ ଭାଙ୍ଗିବା ପାଇଁ ଚାଲିଛି ଷଡଯନ୍ତ୍ର । ମହାତ୍ମା ଗାନ୍ଧିଙ୍କ ସହ ଜଡ଼ିତ ଥିବା ସ୍ମୃତିପୀଠ ସାବରମତି ଆଶ୍ରମକୁ ନୂତନ ରୂପ ଦେବାପାଇଁ ଗୁଜୁରାଟ ସରକାର ଆରମ୍ଭ କରିଛନ୍ତି ପ୍ରସ୍ତୁତି । ଆଶ୍ରମକୁ ୱାର୍ଲ୍ଡ କ୍ଲାସ୍ ମୁଜିୟମ କରିବା ପାଇଁ ଚାହୁଛନ୍ତି ସରକାର । ଯାହାକୁ ବିରୋଧ କରିଛି କଂଗ୍ରେସ । ରାଜସ୍ତାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟ୍ କହଛନ୍ତି, ଆଶ୍ରମର ପବିତ୍ରତାକୁ ଶେଷ କରିବା ହେଉଛି ମହାତ୍ମାଙ୍କୁ ଅପମାନ କରିବା ସଦୃଶ ।

ବିଜେପି ସରକାର ଗାନ୍ଧିଜୀଙ୍କ ସହ ଜଡ଼ିତ ସମସ୍ତ ସ୍ମୃତିକୁ ନଷ୍ଟ କରିବାକୁ ଚାହୁଁଛନ୍ତି ସରକାର । ସରକାର ଏମତି କିଛି ଭୁଲ କରିବାକୁ ଯାଉଛନ୍ତି, ଆଗାମୀ ପିଢୀ ମଧ୍ୟ ଏହାକୁ କ୍ଷମା କରିବେ ନାହିଁ । ବିରୋଧୀ ଏହାକୁ ବିରୋଧ କରି କହିଛନ୍ତି, ସାବରମତୀ ଆଶ୍ରମକୁ ଭାଙ୍ଗିବା ଅର୍ଥ ମହାତ୍ମା ଗାନ୍ଧୀଙ୍କୁ ୨ୟ ଥର ହତ୍ୟା କରିବା ସମାନ । ୧୯୧୭ରୁ ୧୯୩୦ ମଧ୍ୟରେ ସାବରମତୀ ଆଶ୍ରମରେ ମହାତ୍ମା ଗାନ୍ଧୀ ରହି ସ୍ୱତନ୍ତ୍ରତା ସଂଗ୍ରାମର ନେତୃତ୍ୱ ନେଇଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଟେଲିଗ୍ରାମ ଉପରେ ସରକାରୀ ବ୍ୟାନ ବଜାୟ ରଖିଲେ ହାଇକୋର୍ଟ 🔴 ବାବୁଙ୍କ ଘରୁ ମିଳିଲାଣି ଅଧାକିଲୋ ସୁନା 🔴 ପୁଣି ରାଜନୀତିକୁ ନେଇ ମନ୍ତବ୍ୟ ଦେଲେ ପାଣ୍ଡିଆନ 🔴 ଆଜି ଆସୁଛନ୍ତି ରାଷ୍ଟ୍ରପତି 🔴 ସମ୍ବଲପୁରରେ ଶୀତଳଷଷ୍ଠୀର ଧୁମ୍ 🔴 ଆସନ୍ତାକାଲି ଓଡିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ 🔴 ଅନୁଗୁଳରେ ଡବଲ ଏନକାଉଣ୍ଟର 🔴 ଆସନ୍ତା ୨୨ ତାରିଖ ଯାଏଁ ପ୍ରବଳ ଛେଚିବ 🔴 ୪୦୨ରନ୍ ଭାରତକୁ ବିଜୟ ଦେଇପାରେ 🔴 ପାଠ୍ୟପୁସ୍ତକ ପ୍ରସ୍ତୁତି କର୍ତ୍ତା ଓଡ଼ିଶା ଓ ଓଡ଼ିଆ ବୁଝନ୍ତି ତ? 🔴 ଟେଲିଗ୍ରାମ ଉପରେ ସରକାରୀ ବ୍ୟାନ ବଜାୟ ରଖିଲେ ହାଇକୋର୍ଟ 🔴 ବାବୁଙ୍କ ଘରୁ ମିଳିଲାଣି ଅଧାକିଲୋ ସୁନା 🔴 ପୁଣି ରାଜନୀତିକୁ ନେଇ ମନ୍ତବ୍ୟ ଦେଲେ ପାଣ୍ଡିଆନ 🔴 ଆଜି ଆସୁଛନ୍ତି ରାଷ୍ଟ୍ରପତି 🔴 ସମ୍ବଲପୁରରେ ଶୀତଳଷଷ୍ଠୀର ଧୁମ୍ 🔴 ଆସନ୍ତାକାଲି ଓଡିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ 🔴 ଅନୁଗୁଳରେ ଡବଲ ଏନକାଉଣ୍ଟର 🔴 ଆସନ୍ତା ୨୨ ତାରିଖ ଯାଏଁ ପ୍ରବଳ ଛେଚିବ 🔴 ୪୦୨ରନ୍ ଭାରତକୁ ବିଜୟ ଦେଇପାରେ 🔴 ପାଠ୍ୟପୁସ୍ତକ ପ୍ରସ୍ତୁତି କର୍ତ୍ତା ଓଡ଼ିଶା ଓ ଓଡ଼ିଆ ବୁଝନ୍ତି ତ?