Masthead

ଡ୍ରାଇଭରଙ୍କ ସହ ବୁଝାମଣା କରିବାକୁ ଚାହୁଁଛି: ଥାପଡ ଗାର୍ଲ

ଲକ୍ଷ୍ନୌ(ବଡ଼ ଖବର ବ୍ୟୁରୋ): ଯଦି ପୋଲିସ ତା କାମ ସଠିକ ଭାବେ କରିଥାନ୍ତା ତେବେ ମୁଁ ଚାପୁଡ଼ା ମାରିନଥାନ୍ତି । ଏଭଳି ଏକ ବୟାନ ଜାରି କରିଛନ୍ତି ପ୍ରିୟଦର୍ଶିନୀ ଯାଦବ ।ଲକ୍ଷ୍ନୌର ଏହି ମହିଳା କିଛି ଦିନ ତଳେ ଜଣେ କ୍ୟାବ ଡ୍ରାଇଭରଙ୍କୁ ଚାପୁଡ଼ା ମାରି ସମାଲୋଚନାର ପରିସର ମଧ୍ୟକୁ ଆସିଥିଲେ । ଏବେ ସେ ଆଉ ଏକ କଥା ସାମ୍ନାକୁ ଆଣିଛନ୍ତି ।

ସେ କହିଛନ୍ତି ଗତ ଏକ ମାସ ହେବ ତାଙ୍କୁ କିଛି ବ୍ୟକ୍ତି ଅନୁସରଣ କରୁଛନ୍ତି । ଯାହାର ପ୍ରମାଣ ସ୍ୱରୂପ ସେ ସିସିଟିଭି ଫୁଟେଜ ମଧ୍ୟ ରଖିଛନ୍ତି । ତେବେ ସେହି ବ୍ୟକ୍ତି ଗୁଡ଼ିକ ତାଙ୍କୁ ଏକ ତରଫା ପ୍ରେମ କରୁଥାଇ ପାରନ୍ତି ବୋଲି ମଧ୍ୟ କହିଛନ୍ତି । ତେବେ ବର୍ତ୍ତମାନ ସେ କ୍ୟାବ ଡ୍ରାଇଭରଙ୍କ ସହ ବୁଝାମଣା ମଧ୍ୟ କରିବାକୁ ଚାହୁଁଛନ୍ତି ବୋଲି କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଏମିତି ବି ଆସେ ମୃତ୍ୟୁ 🔴 ଦିଲ୍ଲୀ ବିସ୍ଫୋରଣ, ମିଳିଲା ୯ ଏମ୍ଏମ୍‌ର ୩ଟି କ୍ୟାଟ୍ରିଜ୍ 🔴 ପୂର୍ବ ଶତ୍ରୁତା ହେଲା କାଳ, ପୋଲିସକୁ ପଥରରେ ଛେଚି ହତ୍ୟା 🔴 ଟଳିଲେ ୩ ନକ୍ସଲ 🔴 ବଢ଼ୁଛି ଶୀତ, ଥରୁଛି ଓଡ଼ିଶା 🔴 ବିସ୍ଫୋରଣରେ ଉଡ଼ିଗଲା ଥାନା, ୭ଜଣ ମୃତ 🔴 ଜୟଙ୍କ ବଡ଼ ବିଜୟ 🔴 ନବୀନଙ୍କ ‘ବେଇମାନ’ ଶବ୍ଦ ପଡ଼ିଲା ମହଙ୍ଗା 🔴 କିଏ ପିନ୍ଧିବ ନୂଆପଡ଼ା ତାଜ? 🔴 କାହାର ହେବ ନୂଆପଡ଼ା ବିଧାନସଭା? 🔴 ଏମିତି ବି ଆସେ ମୃତ୍ୟୁ 🔴 ଦିଲ୍ଲୀ ବିସ୍ଫୋରଣ, ମିଳିଲା ୯ ଏମ୍ଏମ୍‌ର ୩ଟି କ୍ୟାଟ୍ରିଜ୍ 🔴 ପୂର୍ବ ଶତ୍ରୁତା ହେଲା କାଳ, ପୋଲିସକୁ ପଥରରେ ଛେଚି ହତ୍ୟା 🔴 ଟଳିଲେ ୩ ନକ୍ସଲ 🔴 ବଢ଼ୁଛି ଶୀତ, ଥରୁଛି ଓଡ଼ିଶା 🔴 ବିସ୍ଫୋରଣରେ ଉଡ଼ିଗଲା ଥାନା, ୭ଜଣ ମୃତ 🔴 ଜୟଙ୍କ ବଡ଼ ବିଜୟ 🔴 ନବୀନଙ୍କ ‘ବେଇମାନ’ ଶବ୍ଦ ପଡ଼ିଲା ମହଙ୍ଗା 🔴 କିଏ ପିନ୍ଧିବ ନୂଆପଡ଼ା ତାଜ? 🔴 କାହାର ହେବ ନୂଆପଡ଼ା ବିଧାନସଭା?