Masthead

କାବୁଲରେ ଫଶିଛନ୍ତି ୨ ଶହ ଭାରତୀୟ

(ବଡ଼ ଖବର ବ୍ୟୁରୋ): କାବୁଲରେ ଫଶିଛନ୍ତି ୨୦୦ ଶହ ଭାରତୀୟ । ଆଫଗାନିସ୍ତାନରେ ଭାରତ ପକ୍ଷରୁ ଚାଲିଛି ବିଭିନ୍ନ ଉନ୍ନୟନ କାମ । ଏଥରରେ ୧୫ଶହ ଭାରତୀୟ ନିୟୋଜିତ ଅଛନ୍ତି ।

ସେମାନଙ୍କ ମଧ୍ୟରୁ କିଛି ଲୋକଙ୍କୁ ଭାରତ ସ୍ୱଦେଶକୁ ଫେରାଇ ଆଣିଲାଣି । ଏବେ କାବୁଲରେ ଥିବା ଭାରତୀୟ ସୂତାବାସରେ ୨ଶହ ଭାରତୀୟ ଫଶିରହିଛନ୍ତି ଏମାନଙ୍କ ମଧ୍ୟରେ ଅଛନ୍ତି ଦୂତାବାସର କିଛି କର୍ମଚାରୀ ଓ ଅର୍ଦ୍ଧ ସାମରିକ ଯବାନ । ତାଲିବାନ ମାନେ କାବୁଲ ସହରରେ କର୍ଫ୍ୟୁ ଜାରି କରିଥିବାରୁ ପରିସ୍ଥିତି ଜଟିଳ ହୋଇପଡିଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି