Masthead

ଘରକୁ ଘର ବୁଲି ଝିଅଙ୍କୁ ଉଠାଇ ନେଉଛନ୍ତି ତାଲିବାନ

(ବଡ଼ ଖବର ବ୍ୟୁରୋ): ଆଫଗାନିସ୍ତାନକୁ ତାଲିବାନ ଅଧିକାର କରିବା ପରେ ଲଗାତାର ଭାବେ ମହିଳାଙ୍କୁ ଅତ୍ୟାଚାରର ଖବର ଆସୁଛି। ସରକାରୀ ମହିଳା କର୍ମଚାରୀଙ୍କୁ ଆତଙ୍କବାଦୀ ସଂଗଠନ ତାଳିବାନର ଧମକ । ଅଫିସ ନଯାଇ ଘରେ ରୁହ ବୋଲି ଧମକ ଦେଇଥିଲେ । ତାଲିବାନର ଅତ୍ୟାଚାର ସୀମା ଟପିଲାଣି।

ସବୁଠୁ ବେଶି ବିପଦରେ ମହିଳା, ଶିଶୁ ଏବଂ ବୟସ୍କ ବ୍ୟକ୍ତି ଅଛନ୍ତି। ଆଫଗାନିସ୍ତାନ ଛାଡ଼ିଥିବା ଆମେରିକାର ମହିଳା ସାମ୍ବାଦିକ ହୋଲି ମ୍ୟାକେ ଆଫଗାନିସ୍ତାନରେ ମହିଳାମାନେ ସମ୍ମୁଖୀନ ହେଉଥିବା ବର୍ବରତାକୁ ନେଇ ଏକ ବିସ୍ତୃତ ରିପୋର୍ଟ ପ୍ରକାଶ କରିଛନ୍ତି। ଏହି ରିପୋର୍ଟ ଅନୁଯାୟୀ ତାଲିବାନ ଆତଙ୍କବାଦୀ ଏବେ ଆଫଗାନିସ୍ତାନରେ ଘରକୁ ଘର ବୁଲି ୧୫ ବର୍ଷରୁ ଊର୍ଦ୍ଧ୍ବ ବାଳିକା ଓ ମହିଳାଙ୍କୁ ବିବାହ ପାଇଁ ଉଠାଇ ଆଣୁଛନ୍ତି। ଆତଙ୍କବାଦୀମାନେ ସେମାନଙ୍କୁ ଦୁଷ୍କର୍ମ କରିବା ସହ ବଳପୂର୍ବକ ବିବାହ କରୁଛନ୍ତି ବୋଲି ହୋଲି କହିଛନ୍ତି। ଆଫଗାନିସ୍ତାନରେ ମହିଳାମାନେ ନିଜ ଅଧିକାର ପାଇଁ ବହୁତ କଷ୍ଟରେ ଲଢ଼ୁଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା