Masthead

ଟିଏମସିର ଦୁଇ ବିଧାୟକଙ୍କୁ ବିଜେପିର ନୋଟିସ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଦିନକୁ ଦିନ ପଶ୍ଚିମବଙ୍ଗ ରାଜନୀତିରେ ଭିନ୍ନ ଭିନ୍ନ ମୋଡ ସୃଷ୍ଟି ହେବାରେ ଲାଗିଛି । ଇତିମଧ୍ୟରେ ବର୍ତ୍ତମାନ ବିଜେପିକୁ ଛାଡି ଶାସକ ଦଳରେ ମିଶିଥିବା ବିଧାୟକଙ୍କୁ ଭାରତୀୟ ଜନତା ପାର୍ଟି ଆଇନଗତ ନୋଟିସ ଜାରି କରିଛି । ତେବେ ଏହି ଦୁଇ ବିଧାୟକ ହେଉଛନ୍ତି ତନ୍ମୟ ଘୋଷ ଓ ବିଶ୍ୱଜିତ ଦାସ । କିଛିଦିନ ପୂର୍ବରୁ ଉଭୟ ନେତା ତୃଣମୂଳ କଂଗ୍ରେସରେ ଯୋଗଦେଇଥିଲେ । ଏହା ଛଡା ଜୁନ ୧୧ ତାରିଖରେ ମୁକୁଲ ରୟ ବିଜେପି ଛାଡି ପୁଣିଥରେ ତୃଣମୂଳ କଂଗ୍ରେସରେ ଯୋଗ ଦେଇଥିଲେ ।

ଅପରପକ୍ଷେ ବିଧାନସଭା ନିର୍ବାଚନ ପୂର୍ବରୁ ଅନେକ ତୃଣମୂଳ ନେତା ବିଜେପିରେ ମିଶିଥିଲେ । ଏପରିକି ମମତା ବାନାର୍ଜୀଙ୍କର ପୂର୍ବତନ ଘନିଷ୍ଠ ସହଯୋଗୀ ଶୁଭେନ୍ଦୁ ଅଧିକାରୀ ମଧ୍ୟ ଦଳ ଛାଡି ଭାରତୀୟ ଜନତା ପାର୍ଟିରେ ମିଶିଥିଲେ । ଏହା ସତ୍ତେ୍ୱ ରାଜ୍ୟ ବିଧାନସଭା ନିର୍ବାଚନରେ ୨୯୪ଟି ଆସନ ମଧ୍ୟରୁ ତୃଣମୂଳ କଂଗ୍ରେସ ୨୧୩ଟି ଆସନରେ ବିଜୟ ଲାଭ କରିଥିଲା । ବିଜେପି କେବଳ ୭୭ଟି ନିର୍ବାଚନମଣ୍ଡଳୀରେ ଜିତିବାରେ ସଫଳ ହୋଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା