Masthead

ଛେପରେ ଭାସିଯିବ ଭୁପେଶ ସରକାର

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଛେପରେ ଭାସିଯିବ ଭୁପେଶ ସରକାର । ୨୦୨୩ ନିର୍ବାଚନରେ ଲୋକଙ୍କ ଛେପରେ ଭାସିଯିବ ଭୁପେଶ ବାଘେଲଙ୍କ ସରାକାର । ଛତିଶଗଡର ବସ୍ତରରେ କର୍ମୀ ସମ୍ମିଳନୀରେ ଯୋଗଦେଇ ବିଜେପି ନେତ୍ରୀ ଡି ପୁରନ୍ଦେଶ୍ୱରୀ କହିଛନ୍ତି । ଏହି ବିବୃତ୍ତି ସାମ୍ନାକୁ ଆସିବା ପରେ ରାଜ୍ୟର ମୁଖ୍ୟ ବିରୋଧୀ ଦଳ ବିଜେପି ଏବଂ ଶାସକ କଂଗ୍ରେସ ଦଳ ମଧ୍ୟରେ ବିବାଦ ବଢିବାରେ ଲାଗିଛି । ଏହି ବିବୃତ୍ତିକୁ କଡା ସମାଲୋଚନା କରିବା ସହ ବିଜେପି ଉପରେ ବର୍ଷିଛନ୍ତି ଛତିଶଗଡ ମୁଖ୍ୟମନ୍ତ୍ରୀ ।

ତେବେ ଡି ପୁରନ୍ଦେଶ୍ୱରୀଙ୍କୁ ଭଲ ଭାବରେ ମନେରଖିବା ଦରକାର ଯେ, ଯଦି ଆକାଶରେ ଛେପ ପକାନ୍ତି, ତାହାଲେ ସେ ଛେପ ଫେରି ଆସି ନିଜ ମୁହଁରେ ହିଁ ପଡିଥାଏ । ଏହା ସହ ଏପରି ବିବୃତ୍ତିରେ କିପରି ପ୍ରତିକ୍ରିୟା କରିି ଭୂପେଶ ବାଘେଲ କହିଛନ୍ତି । କାରଣ ମୁଁ କେବେ ଆଶା କରିନଥିଲି ଯେ ବିଜେପିରେ ଯୋଗଦେବା ପରେ ପୁରନ୍ଦେଶ୍ୱରୀ ଜୀଙ୍କର ମାନସିକ ସ୍ଥିତି ଏହି ସ୍ତରକୁ ଆସିବ । ଯେତେବେଳେ ସେ ରାଜ୍ୟମନ୍ତ୍ରୀ ଥିଲେ, ସେତେବେଳେ ସେ ଭଲ ଥିଲେ । କିନ୍ତୁ ବିଜେପିରେ ଯୋଗଦେବା ପରେ ତାଙ୍କର କ’ଣ ହୋଇଛି ତାହା ବୁଝା ପଡୁ ନାହିଁ । ପୁରନ୍ଦେଶ୍ୱରୀ ଜୀଙ୍କୁ ଭଲ ଭାବରେ ମନେ ରଖିବା ଦରକାର , ସେ ଯଦି ଆକାଶରେ ଛେପ ପକାନ୍ତି ତାହାଲେ ସେହି ଛେପ ତାଙ୍କ ମୁହଁରେ ହିଁ ପଡିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା