ଆରଏସଏସକୁ ତାଲିବାନ ସହ ତୁଳନା କରି ଅଡୁଆରେ ଜାଭେଦ ଅଖତର

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ପ୍ରସିଦ୍ଧ ଗାୟକ ତଥା ଲେଖକ ଜାଭେଦ ଅଖତର ପୁଣିଥରେ ବିବାଦରେ ରହିଛନ୍ତି । ତେବେ ଜାଭେଦ ଆରଏସଏସ ଓ ବଜରଙ୍ଗ ଦଳକୁ ତାଲିବାନ ସହ ତୁଳନା କରିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି । ଏହା ସହ ଆରଏସଏସ କର୍ମୀମାନେ ମୁମ୍ବାଇସ୍ଥିତ ଜାଭେଦ ଅଖତରଙ୍କ ଘର ସାମ୍ନାରେ ବିକ୍ଷୋଭ କରିଛନ୍ତି । ଆରଏସଏସ ଖରାପ ସମୟରେ ସମସ୍ତଙ୍କର ସାହାଯ୍ୟ କରିଥାଏ ।

ଜାଭେଦଙ୍କ ଭଳି ଜଣେ ଶିକ୍ଷିତ ଲୋକ ଏପରି ବିବୃତ୍ତି ଦେବା ଲଜ୍ଜାଜନକ । ତେଣୁ ଜାଭେଦ ଖୁବଶୀଘ୍ର କ୍ଷମା ମାଗନ୍ତୁ ବୋଲି ବିକ୍ଷୋଭକାରୀମାନେ କହିଥିଲେ । ଅପରପକ୍ଷେ ଭାରତ ଏକ ଧର୍ମନିରପେକ୍ଷ ଦେଶ କିନ୍ତୁ ସେଠାରେ ଅନେକ ଲୋକ ଅଛନ୍ତି ଯେଉଁମାନେ ଆରଏସଏସ ଓ ଭିଏଚପିକୁ ସମର୍ଥନ କରନ୍ତି । ଯାହାର ଚିନ୍ତାଧାରା ୧୯୩୦ର ନାଜିଙ୍କ ସହ ସମାନ ବୋଲି ଜାଭେଦ ଅଖତର କହିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ