Masthead

ପ୍ରତି ମାସ ୭ରେ ‘ବଡ଼ ଖବର’ ଦିବସ

ଭୁବନେଶ୍ୱର (ବଡ଼ ଖବର): ଓଡ଼ିଶାର ଏକମାତ୍ର ୨୪ଘଣ୍ଟିଆ ଓଡ଼ିଆ ନିରପେକ୍ଷ ଟିଭି ଚ୍ୟାନେଲ ‘ବଡ଼ ଖବର’ । ଲୋକଙ୍କ ସ୍ୱର ସାଜିଥିବା ଏହି ଟିଭି ଚ୍ୟାନେଲ ଗଣତନ୍ତ୍ରର ଚତୁର୍ଥସ୍ତମ୍ଭ ଗଣମାଧ୍ୟମର ପ୍ରକୃତ ଦାୟିତ୍ବ ନିର୍ବାହ କରୁଛି । ଲୋକଙ୍କ ଚ୍ୟାନେଲ ‘ବଡ଼ ଖବର’ ଗଣତନ୍ତ୍ରର ସୁରକ୍ଷା, ସାଧାରଣ ଲୋକଙ୍କ ପାଇଁ, ଆପଣଙ୍କ ପାଇଁ ସବୁଦିନ ସମର୍ପିତ । ଲୋକଙ୍କ ପାଇଁ ସମର୍ପିତ ‘ବଡ଼ ଖବର’ । ଲୋକଙ୍କ ସ୍ୱର ‘ବଡ଼ ଖବର’ । ଲୋକଙ୍କ କଥା କହୁଥିବା ବଡ଼ ଖବର ବଞ୍ଚିବା ପାଇଁ ଆପଣଙ୍କ ସହଯୋଗର ମଧ୍ୟ ଆବଶ୍ୟକତା ରହିଛି ।

ସାଧାରଣ ଲୋକଙ୍କୁ ଭଲ ପାଇଥିବା ‘ବଡ଼ ଖବର’କୁ ଆପଣମାନେ ମଧ୍ୟ ଭଲ ପାଇବା ଦରକାର । ମାସକୁ ଗୋଟିଏ ଦିନର କିଛି ମୁହୂର୍ତ୍ତ ଏଥିପାଇଁ ହିଁ ଯଥେଷ୍ଟ । ପ୍ରତି ମାସ ୭ ତାରିଖରେ ରାଜ୍ୟର ସମସ୍ତ ଜିଲ୍ଲା ଓ ବ୍ଲକ୍ ସ୍ତରରେ ଅନୁଷ୍ଠିତ ହେବ ‘ବଡ଼ ଖବର’ ଦିବସ । ଆପଣ ସେଠାରେ ପହଞ୍ଚି ନିଜର ସାଧ୍ୟମତେ ‘ବଡ଼ ଖବର’କୁ ସହଯୋଗ କରିବାକୁ ଅନୁରୋଧ । ଆପଣ ନିଶ୍ଚୟ ଆସିବେ ।

ପ୍ରତି ମାସ ୭ ତାରିଖ ହେବ ‘ବଡ଼ ଖବର’ ଦିବସ । ଆମ ମୋବାଇଲ ନମ୍ବର ୬୩୭୦୭୦୧୨୦୧କୁ ଫୋନ ପେ, ଗୁଗୁଲ ପେ, ପେଟିଏମ, ଆମାଜନ ପେ ଜରିଆରେ ମଧ୍ୟ ସହାୟତା କରିପାରିବେ । ଆପଣ ଆସନ୍ତୁ, ଏକ ସଚ୍ଚୋଟ ଗଣମାଧ୍ୟମକୁ ସାହାଯ୍ୟ କରନ୍ତୁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା