Masthead

କିଏ ହେବ ଆଫଗାନ ରାଷ୍ଟ୍ରମୁଖ୍ୟ ?

(ବଡ଼ ଖବର ବ୍ୟୁରୋ): ଚାଲିଛି ତାଲିବାନୀଙ୍କ ଶାସନ । ବଳି ପଡୁଛନ୍ତି ନିରୀହ ଜନତା । କିନ୍ତୁ ଏହାରି ମଧ୍ୟରେ ସାମନାକୁ ଆସିଛି ଆଫଗାନିସ୍ତାନର କିଏ ହେବେ ପରବର୍ତ୍ତୀ ରାଷ୍ଟ୍ରମୁଖ୍ୟ । ତାଲିବାନର ବରିଷ୍ଠ ସଦସ୍ୟ ମୁଲ୍ଲା ମହମ୍ମଦ ହସନ ଅଖୁନ୍ଦଙ୍କୁ ନୂଆ ରାଷ୍ଟ୍ରମୁଖ୍ୟ ହୋଇପାରନ୍ତି । ଅନ୍ତର୍ଜାତୀୟ ଗଣମାଧ୍ୟମର ସୂଚନା ଅନୁସାରେ ତାଲିବାନର ସର୍ବୋଚ୍ଚ କମାଣ୍ଡର ହୈବତୁଲ୍ଲା ଅଖୁନ୍ଦଜାଦା, ଅଫଗାନିସ୍ତାନର ରାଷ୍ଟ୍ରପତି ଭାବେ ହସନ ଅଖୁନ୍ଦଙ୍କ ନାମକୁ ସୁପାରିଶ କରିଥିଲେ ।

ମୁଲ୍ଲା ମହମ୍ମଦ ହସନ ଅଖୁନ୍ଦ ଏବେ ନେତୃତ୍ୱ ପରିଷଦର ମୁଖ୍ୟ ଅଛନ୍ତି । ସେ ପ୍ରାୟ ୨୦ ବର୍ଷ କାମ କରି ଧରି କାମ କରିଛନ୍ତି । ଆଉ ଆଫଗାନ ସରକାରରେ ମୁଲ୍ଲା ମହମ୍ମଦ ହସନ ଅଖୁନ୍ଦଙ୍କ ପ୍ରତିନିଧି ଭାବେ ତାଲିବାନ ନେତା ମୁଲ୍ଲା ବରାଦର ଓ ମୁଲ୍ଲା ଅବଦୁସ ସଲାମ କାମ କରିବେ । ଏହି ତିନି ଜଣ ନେତା ଇସଲାମିକ୍ ଏମିରେଟସ ଆଫଗାନିସ୍ତାନର ସରକାରର ନେତୃତ୍ୱ ନେବେ ବୋଲି ଖୋଦ୍ ଅଖୁନ୍ଦଜାଦା ସୁପାରିଶ କରିଥିବା ଚର୍ଚ୍ଚା ହେଉଛି । ଆସନ୍ତା ବୁଧବାର ଆଫଗାନିସ୍ତାନରେ ତାଲିବାନର ସରକାର ଗଠନ ହୋଇପାରେ ବୋଲି ସ୍ଥାନୀୟ ଗଣମାଧ୍ୟମରୁ ସୂଚନା ମିଳିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା