Masthead

ଆକ୍ରାନ୍ତ ପିଲାଙ୍କଠାରେ ଏମଆଇ ସିଣ୍ଟ୍ରୋମ୍

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ରାଜଧାନୀରେ କିଛି ଶିଶୁ କରୋନାରେ ସଂକ୍ରମଣ ହେବାପରେ ମଲଟି ସିଷ୍ଟମ ଇନପ୍ଲାମେଟୋରି ସିଣ୍ଟ୍ରୋମ୍ ବା ଏମଆଇଏସରେ ଆକ୍ରାନ୍ତ ହୋଇଛନ୍ତି । ଏବେ ସମସ୍ତ ଶିଶୁ ଠିକ ଅଛନ୍ତି । ତେବେ କରୋନାର ଦ୍ୱିତୀୟ ଲହର ପରେ ଶିଶୁଙ୍କଠାରେ ଏମଆଇଏସ ଦେଖାଯାଉଥିବା ନେଇ ସରକାରୀ ଭାବେ ସୂଚନା ମିଳିଛି । ପରିବାର କଲ୍ୟାଣ ନିର୍ଦ୍ଦେଶକ ଡା. ବିଜୟ ପାଣିଗ୍ରହୀ କହିଛନ୍ତି, ୦-୧୮ ବର୍ଷ ବୟସର ସଂକ୍ରମିତ ପିଲାଙ୍କ ମଧ୍ୟରୁ ୮୦ ପ୍ରତିଶତଙ୍କଠାରେ କୌଣସି ଲକ୍ଷଣ ନାହିଁ ।

୧୫ ପ୍ରତିଶତଙ୍କଠାରେ ସାମାନ୍ୟ ଲକ୍ଷଣ ଓ ବଳକା ୫ ପ୍ରତିଶତଙ୍କଠାରେ ଅଧିକ ଲକ୍ଷଣ ରହୁଛି । ସେହି ପିଲାମାନେ ହସ୍ପିଟାଲରେ ଭର୍ତ୍ତି ହେଉଛନ୍ତି । ହସ୍ପିଟାଲରେ ଭର୍ତ୍ତି ହେଉଥିବା ପିଲାଙ୍କ ମଧ୍ୟରୁ ୩ ପ୍ରତିଶତ ଅକ୍ସିଜେନ ସହାୟତାରେ ଠିକ ହେଇଯାଉଛନ୍ତି । ମାତ୍ର ୨ ପ୍ରତିଶତଙ୍କୁ ଆଇସିୟୁର ଆବଶ୍ୟକତା ପଢୁଛି । କୋଭିଡରୁ ସୁସ୍ଥ ହେବାର ୪-୬ ସପ୍ତାହ ଭିତରେ ପିଲା ଏଥିରେ ଆକ୍ରାନ୍ତ ହେଉଛନ୍ତି । ଆଖି, ପାଦ, ପାଟି ଲାଲ ପଡିବା ସହ ପତଳା ଝାଡ଼ା, ବାନ୍ତି, ପେଟ ଯନ୍ତ୍ରଣା ବି ହୋଇଥାଏ । ଧିରେ ଧିରେ ଶରୀରର ସବୁ ଅଙ୍ଗକୁ ସଂକ୍ରମିତ କରିଥାଏ । ଫଳରେ ଶରୀରରେ ଏମଆଇଏସ ହେବା ସହ ଶିଶୁଟି ଗୁରୁତର ହୋଇପଡ଼େ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି