Masthead

ଆଜି ଆସିବେ ବିଘ୍ନବିନାଶକ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଭାଦ୍ରବ ଶୁକ୍ଳ ପକ୍ଷ ଚତୁର୍ଥୀ ତିଥିରେ ମଙ୍ଗଳ ମୂର୍ତ୍ତିଙ୍କ ପୂଜା । ଗଣେଶ ପୂଜା ପାଇଁ ଚଳ ଚଞ୍ଚଳ ସାରା ସହର। ବିଭିନ୍ନ ମଣ୍ଡପରେ ପୂଜା ପାଇବେ ବିଘ୍ନବିନାଶକ । ସଜେଇ ହୋଇସାରିଲାଣି ସାରା ସହର । ବିଭିନ୍ନ ତୋରଣ ସାଙ୍ଗକୁ ଯାକଜମାକର ରଙ୍ଗୀନ୍ ଆଲୋକ ମାଳରେ ସଜା ହେଲାଣି ମଣ୍ଡପ । ସ୍ଥାନୀୟ ମୂର୍ତ୍ତି କାରିଗରମାନେ କମ ସଂଖ୍ୟକ ମୂର୍ତ୍ତି ନିର୍ମାଣ କାରିଥିବାରୁ କଲିକତା ମୂର୍ତ୍ତିର ବେଶି ଚାହିଦା ବଜାରରେ ଦେଖିବାକୁ ମିଳିଛି। କିନ୍ତୁ କରୋନା କଟକଣା ପାଇଁ ଏଥର ଗଣେଶ ପୂଜା ଫିକା ପଡ଼ିଛି ।

ପୂଜା ମଣ୍ଡପରେ କି ଶିକ୍ଷାନୁଷ୍ଠାନରେ ଧୁମଧାମରେ ହେବନି ପୂଜା। କେବଳ ବିଦ୍ଧି ରକ୍ଷାପାଇଁ ବିଘ୍ନ ବିନାଶକଙ୍କୁ ଆରାଧନା କରାଯିବ । ରାଜ୍ୟର ବିଭିନ୍ନ ସ୍ଥାନରେ ମଧ୍ୟ ଗଣେଶ ପୂଜା ବନ୍ଦ କରାଯାଇଛି । ଚଳିତବର୍ଷ ସ୍କୁଲରେ ଗଣେଶ ପୂଜାରେ ଗହଳି ଦେଖିବାକୁ ମିଳିବ ନାହିଁ ।ଛାତ୍ରଛାତ୍ରୀଙ୍କୁ ଘରେ ରହି ଗଣେଶ ପୂଜା କରିବାକୁ ପରମର୍ଶ ଦିଆଯାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’