Masthead

ଦେଶର ବିକାଶ ଏପରି ଯେ ରବିବାର ଓ ସୋମବାର ମଧ୍ୟରେ ଫରକ ପଡ଼ୁନି !

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ତଥା ସାଂସଦ ରାହୁଲ ଗାନ୍ଧି ପୁଣିଥରେ ଚର୍ଚ୍ଚାରେ ରହିଛନ୍ତି । ପ୍ରତ୍ୟେକ ଥର କେନ୍ଦ୍ରସରକାରଙ୍କୁ ଟାର୍ଗେଟ କରୁଥିବା ରାହୁଲ ଗାନ୍ଧି ପୁଣିଥରେ କେନ୍ଦ୍ରକୁ ଟାର୍ଗେଟ କରି ସମସ୍ତଙ୍କର ଦୃଷ୍ଟିକୁ ଆକର୍ଷଣ କରିଛନ୍ତି । ରାହୁଲ ଗାନ୍ଧି ଦେଶରେ ରୋଜଗାର ଏବଂ ବିକାଶ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଆକ୍ରମଣ କରୁଥିବାର ଦେଖିବାକୁ ମିଳିଛି । ତେବେ ବିଜେପି ସରକାରଙ୍କ ବିକାଶ ଏପରି ହେଉଛି ଯେ ରବିବାର ଏବଂ ସୋମବାର ମଧ୍ୟରେ ପାର୍ଥକ୍ୟ ଶେଷ ହୋଇଯାଇଛି । ଯଦି ଦେଶରେ ଚାକିରି ନାହିଁ ତାହାଲେ ରବିବାର କ’ଣ ନା ସୋମବାର କ’ଣ? ଅପରପକ୍ଷରେ ଆଗାମୀ ଦିନରେ ୪ ହଜାର କମ୍ପାନୀ ବନ୍ଦ ହେବାକୁ ଯାଉଛି ।

ଏହା ସହ ଗତ ଚାରି ବର୍ଷ ମଧ୍ୟରେ ଆମେରିକାର ତିନୋଟି ଅଟୋ କମ୍ପାନୀ ଭାରତରୁ ସେମାନଙ୍କ ବ୍ୟବସାୟ ପ୍ରତ୍ୟାହାର କରିନେଇଛନ୍ତି । ଏହା ପୂର୍ବରୁ ଜେନେରାଲ ମୋଟର୍ସ ଏବଂ ହାର୍ଲି ଡ଼େଭିଡ଼ସନ ଭଳି ବଡ଼ ବଡ଼ କମ୍ପାନୀ ଦେଶ ଛାଡ଼ିଛନ୍ତି । ଦେଶରେ କେବଳ ଫୋର୍ଡ଼ କମ୍ପାନୀ ବନ୍ଦ ହେବା କଥା ନୁହେଁ ବରଂ ୪ ହଜାରରୁ ଅଧିକ ଛୋଟ କମ୍ପାନୀ ମଧ୍ୟ ଖୁବଶୀଘ୍ର ନିଜ କମ୍ପାନୀଙ୍କୁ ଭାରତରୁ ଉଠାଇନେବେ ବୋଲି ରାହୁଲ ଗାନ୍ଧି କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ