Masthead

ଅନ୍ଧାରୀମୁଲକର ଗାଁ ପଥରପଦା

ବାଲେଶ୍ୱର (ବଡ଼ ଖବର ବ୍ୟୁରୋ): ଅନ୍ଧାରୀମୁଲକର ଗାଁ ପଥରପଦା । ପ୍ରଶାସନ ଦୃଷ୍ଟି ଆଡୁଆଳରେ ୩୦ମାଙ୍କିଡ଼ିଆ ଜନଜାତି ପରିବାର। ଆମେ କହୁଛୁ ବାଲେଶ୍ୱର ଜିଲ୍ଲା ଔପଦା ବ୍ଲକ ଗଡ଼ସାହି ପଞ୍ଚାୟତ ପଣ୍ଡୁଆ ପଥରପଦା ଗାଁର ବସବାସ କରୁଥିବା ୩୦ ରୁ ଅଧିକ ମାଙ୍କିଡିଆ ଜନଜାତିଙ୍କ କଥା। ଏହେଉଛି ସେହିପଣ୍ଡୁଆ ପଥରପଦା ଗାଁ। ଏହି ଗାଁରେ ୩୦ରୁ ଅଧିକ ମାଙ୍କିଡ଼ିଆ ସମ୍ପ୍ରଦାୟ ଜନଜାତିର ପରିବାର ବସବାସ କରନ୍ତି।

ହେଲେ ଏମାନେ ପାନୀୟଜଳ, ବିଦ୍ୟୁତ, ଶିକ୍ଷା, ପରିମଳ ବ୍ୟବସ୍ଥା ଏବଂ ସ୍ୱାସ୍ଥ୍ୟସେବା ଭଳି ବିଭିନ୍ନ ମୌଳିକ ସୁବିଧାରୁ ବଞ୍ଚିତ। ଏହି ଗାଁରେ ପାନୀୟଜଳ ପାଇଁ ନଳକୂପଟିଏ ନଥିବାବେଳେ ବିଦ୍ୟୁତ ଆଲୁଅ ତାଙ୍କ ପାଇଁ ସାତସପନ ପାଲଟିଛି। ଅନେକ ଗୁହାରୀ ପରେ କିଛି ପରିବାରକୁ ଆବାସ ଯୋଜନାରେ ପକ୍କାଘର ଖଣ୍ଡିଏ ମିଳିଛି ସିନା ହେଲେ ସମ୍ପୃକ୍ତ ଠିକାଦାର ଅଧପନ୍ତରିଆ ଭାବରେ କାର୍ଯ୍ୟକରି ଚାଲିଯିବା ଫଳରେ ଛାତରୁ ପାଣି ଗଳିବା ସହିତ ତଳିପ୍ଲାଷ୍ଟର ହୋଇନଥିବାରୁ ତଳୁ ପାଣି ଉଠି ଘରେ କାଦୁଅ ହୋଇପଡୁଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ