Masthead

ଜେଇ ମେନ ଟପ୍ପର ଗୌତମ ଦାସ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଜେଇ ମେନ ପରୀକ୍ଷାରେ ଟପ୍ପର ହେଲେ ଗୌତମ ଦାସ । ଓଡ଼ିଶାରେ ପ୍ରଥମ ସ୍ଥାନ ଗ୍ରହଣ କରିଛନ୍ତି ଗୌତମ । ସର୍ବଭାରତୀୟ ସ୍ତରରେ ୨୮ ତମ ସ୍ଥାନରେ ରହିଛନ୍ତି ମେଧାବୀ ଛାତ୍ର ଗୌତମ । ଜେଇ ମେନରେ ୯୯.୯୯୯ରୁ ଅଧିକ ପରସେଂଟାଇଲ ରଖିଛନ୍ତି । ବାଲେଶ୍ୱରର ମାଣିକଖମ୍ବ ସରସ୍ୱତୀ ଶିଶୁମନ୍ଦିରରୁ ଦଶମ ପାସ ପରେ ସାଇ ଇଣ୍ଟରନେସନାଲ ସ୍କୁଲରେ ଯୁକ୍ତ ୨ ପଢୁଥିଲେ ଗୌତମ ।

ଗୌତମ କହିଛନ୍ତି, ବାପା ମାଆଙ୍କ ଆଶୀର୍ବାଦ ଓ ସବୁବେଳେ ସମର୍ଥନ ଯୋଗାଇ ଆସିଥିବାରୁ ସେ ଏହି ସଫଳତା ପାଇଛନ୍ତି । କ୍ଲାସରେ ମନଧ୍ୟାନ ଦେଇ ପାଠ ବୁଝିଥିଲେ, ଏଭଳି ଫଳ ମିଳିବ ବୋଲି ସେ କହିଛନ୍ତି । ଜେଇ ମେନର ସଫଳତା ପରେ ଜେଇ ଆଡଭାନ୍ସ ପାଇଁ ପ୍ରସ୍ତୁତି ଜାରି ରଖିଛନ୍ତି ଗୌତମ । ରାଜ୍ୟ ଟପର ହୋଇଥିବାରୁ ବହୁତ ଖୁସି ଲାଗୁଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନାଳ ସାଜୁଛି କାଳ 🔴 ହଷ୍ଟେଲ ଖାଦ୍ୟ ଖାଇ ୪୭ ଛାତ୍ର ଅସୁସ୍ଥ 🔴 ଆଜିଠୁ ତିନି ଦିନ ପ୍ରବଳ ବର୍ଷା ସମ୍ଭାବନା 🔴 ନିର୍ବାଚନ ଲଢ଼ିବେନି ଜୁଏଲ ଓରାମ 🔴 ରାଜ୍ୟରେ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ 🔴 ବିମାନ ଦୁର୍ଘଟଣା, ଆସିଲା ତଦନ୍ତ ରିପୋର୍ଟ 🔴 ପ୍ରେମ କରିବା ପଡିଲା ମହଙ୍ଗା 🔴 ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼ 🔴 ସରପଞ୍ଚଙ୍କ ସ୍ବାମୀଙ୍କୁ ନିର୍ମମ ହତ୍ୟା 🔴 ଆନ୍ଦୋଳନ ବେଳେ ଡ୍ରାଇଭର ଓ ଯାତ୍ରୀ ମୁହାଁମୁହିଁ 🔴 ନାଳ ସାଜୁଛି କାଳ 🔴 ହଷ୍ଟେଲ ଖାଦ୍ୟ ଖାଇ ୪୭ ଛାତ୍ର ଅସୁସ୍ଥ 🔴 ଆଜିଠୁ ତିନି ଦିନ ପ୍ରବଳ ବର୍ଷା ସମ୍ଭାବନା 🔴 ନିର୍ବାଚନ ଲଢ଼ିବେନି ଜୁଏଲ ଓରାମ 🔴 ରାଜ୍ୟରେ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ 🔴 ବିମାନ ଦୁର୍ଘଟଣା, ଆସିଲା ତଦନ୍ତ ରିପୋର୍ଟ 🔴 ପ୍ରେମ କରିବା ପଡିଲା ମହଙ୍ଗା 🔴 ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼ 🔴 ସରପଞ୍ଚଙ୍କ ସ୍ବାମୀଙ୍କୁ ନିର୍ମମ ହତ୍ୟା 🔴 ଆନ୍ଦୋଳନ ବେଳେ ଡ୍ରାଇଭର ଓ ଯାତ୍ରୀ ମୁହାଁମୁହିଁ