Masthead

ନଭେମ୍ବରରୁ ଆରମ୍ଭ ହେବ ଦଶମ ଦ୍ୱାଦଶ ବୋର୍ଡ ପରୀକ୍ଷା

ବଡ଼ ଖବର ବ୍ୟୁରୋ: ନଭେମ୍ବରରୁ ଆରମ୍ଭ ହେବ ଦଶମ ଦ୍ୱାଦଶ ବୋର୍ଡ ପରୀକ୍ଷା । ଦଶମ ଏବଂ ଦ୍ୱାଦଶ ପରୀକ୍ଷା ଦୁଇଟି ପର୍ୟ୍ୟାୟରେ କରାଯିବାକୁ ନିଷ୍ପତି ନିଆଯାଇଥିବା ବେଳେ ନଭେମ୍ବରରୁ ପରୀକ୍ଷା ଆରମ୍ଭ ହେବ । ଏନେଇ ଅକ୍ଟୋବରରେ ତାରିଖ ପ୍ରକାଶ ପାଇବ । ୯୦ ମିନିଟର ଟର୍ମ ୧ ପରୀକ୍ଷା ଓଏମଆର ଫର୍ମାଟରେ କରାଯିବ ।

ବୋର୍ଡ ପରୀକ୍ଷାକୁ ଦୁଇ ଭାଗରେ ବିଭକ୍ତ କରିବାକୁ ସିବିଏସ୍ଇ ପୂର୍ବରୁ ନିଷ୍ପତ୍ତି ନେଇଥିଲା ଟର୍ମ ୧ ଅବଜେକ୍ଟିଭ ଏବଂ ଟର୍ମ ୨ ସବଜେକ୍ଟିଭ୍ ମାଧ୍ୟମରେ କରାଯିବା ନେଇ ନିଷ୍ପତି ନିଆଯାଇଥିଲା । ପରୀକ୍ଷା ନିୟନ୍ତ୍ରକ ସାନିଆମ ଭରଦ୍ୱାଜ କହିଛନ୍ତି ଯଦି ଟର୍ମ ୱାମ ପରୀକ୍ଷାରେ କୌଣସି ବ୍ୟାଘାତ ସୃଷ୍ଟି ହୁଏ ତେବେ ଟର୍ମ ଟୁ ପରୀକ୍ଷା ପଇଁ ନିଷ୍ପତି ନିଆଯିବ  ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା