Masthead

ନ୍ୟୁଜିଲାଣ୍ଡ ପରେ ପାକିସ୍ତାନ ଗସ୍ତ ବାତିଲ କଲା ଇଂଲଣ୍ଡ

(ବଡ଼ ଖବର ବ୍ୟୁରୋ): ପାକିସ୍ତାନକୁ ପୁଣି ଏକ ବଡ଼ ଝଟକା । ନ୍ୟୁଜିଲାଣ୍ଡ ପରେ ଏବେ ପାକିସ୍ତାନ ଗସ୍ତ ବାତିଲ କଲା ଇଂଲଣ୍ଡ । ଇଂଲଣ୍ଡ କ୍ରିକେଟ ବୋର୍ଡ(ଇବିସି) ଏହି ଯାତ୍ରାକୁ ବାତିଲ କରିଦେଇଛି । ଆଇସିସି ଟି-୨୦ ବିଶ୍ୱକପ ପୂର୍ବରୁ ଇଂଲଣ୍ଡ ଦୁଇଟି ଟି-୨୦ ମ୍ୟାଚ୍ ପାଇଁ ପାକିସ୍ତାନ ଯିବାକୁ ଥିଲା, କିନ୍ତୁ ବର୍ତ୍ତମାନ ଏହି ଯାତ୍ରା ବାତିଲ କରାଯାଇଛି ।

ନ୍ୟୁଜିଲାଣ୍ଡ ଗସ୍ତ ବାତିଲ ହେବା ପରେ ଇଂଲଣ୍ଡରୁ ମଧ୍ୟ ବିବୃତି ଆସିଛି । ଇଂଲଣ୍ଡ ପକ୍ଷରୁ କୁହାଯାଇଛି ଯେ, ଆମେ ସଂପୂର୍ଣ୍ଣ ସ୍ଥତି ଉପରେ ନଜର ରଖିଛୁ । ଦଳର ସୁରକ୍ଷାକୁ ଦୃଷ୍ଟିରେ ରଖି ଆମେ ଏପରି ନିଷ୍ପତ୍ତି ନେଇଛୁ । ଏହା ଆମର ଶେଷ ନିଷ୍ପତ୍ତି ନୁହେଁ । ଦଳ ପାକିସ୍ତାନ ଯିବ କି ନାହିଁ ତାହା ଦିନେ କିମ୍ବା ଦୁଇ ଦିନ ମଧ୍ୟରେ ଘୋଷଣା କରିବୁ । ଏହାପୂର୍ବରୁ ଶୁକ୍ରବାର ଦିନ ନ୍ୟୁଜିଲାଣ୍ଡ କ୍ରିକେଟ ବୋର୍ଡ ଦିନିକିଆ ମ୍ୟାଚ୍ ପୂର୍ବରୁ ସୁରକ୍ଷା ସମ୍ବନ୍ଧୀୟ ଧମକ ପାଇବା ପରେ ପାକିସ୍ତାନ ଗସ୍ତ ବାତିଲ କରିଥିଲା ନ୍ୟୁଜିଲାଣ୍ଡ ।

 

 

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନବୀନ ନିବାସରେ ବଡ଼ ହଲଚଲ, କଳିକେଶଙ୍କୁ ଡାକିଲେ ନବୀନ 🔴 ରେଞ୍ଜରଙ୍କ ଦାଦାଗିରି 🔴 ଶପଥ ନେବେ ସୁନେତ୍ରା ପାୱାର 🔴 ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ 🔴 ଅଷ୍ଟମ ଶ୍ରେଣୀ ଛାତ୍ର ପିଠିରେ ବସ୍ତାନି ନୁହେଁ ବନ୍ଧୁକ 🔴 ଶୀତ ଲହରି ଜାରି ରହିବ 🔴 ଆସୁଛନ୍ତି ମହାମହିମ, ପୁରୀରେ ସୁରକ୍ଷା ବ୍ୟବସ୍ଥା କଡାକଡି 🔴 ଜଳୁଛି ଚକ୍ଷୁ ଚିକିତ୍ସାଳୟ 🔴 କୁହୁଡ଼ି ପାଇଁ ୬ ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ 🔴 ବଡ଼ଧରଣର ବିମାନ ଦୁର୍ଘଟଣା, ସାଂସଦଙ୍କ ସମେତ ୧୫ ଜଣଙ୍କର ମୃତ୍ୟୁ 🔴 ନବୀନ ନିବାସରେ ବଡ଼ ହଲଚଲ, କଳିକେଶଙ୍କୁ ଡାକିଲେ ନବୀନ 🔴 ରେଞ୍ଜରଙ୍କ ଦାଦାଗିରି 🔴 ଶପଥ ନେବେ ସୁନେତ୍ରା ପାୱାର 🔴 ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ 🔴 ଅଷ୍ଟମ ଶ୍ରେଣୀ ଛାତ୍ର ପିଠିରେ ବସ୍ତାନି ନୁହେଁ ବନ୍ଧୁକ 🔴 ଶୀତ ଲହରି ଜାରି ରହିବ 🔴 ଆସୁଛନ୍ତି ମହାମହିମ, ପୁରୀରେ ସୁରକ୍ଷା ବ୍ୟବସ୍ଥା କଡାକଡି 🔴 ଜଳୁଛି ଚକ୍ଷୁ ଚିକିତ୍ସାଳୟ 🔴 କୁହୁଡ଼ି ପାଇଁ ୬ ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ 🔴 ବଡ଼ଧରଣର ବିମାନ ଦୁର୍ଘଟଣା, ସାଂସଦଙ୍କ ସମେତ ୧୫ ଜଣଙ୍କର ମୃତ୍ୟୁ