Masthead

ଧାରଣାରେ ବସିଲେ ସବକଣ୍ଟ୍ରାକ୍ଟର

ପାରାଦ୍ୱୀପ(ବଡ଼ ଖବର ବ୍ୟୁରୋ) : ଦୀର୍ଘ ୨ ବର୍ଷ ହେବ ସବକଣ୍ଟ୍ରାକ୍ଟର ୧୨କୋଟିରୁ ଉଦ୍ଧ୍ୱର୍ ଟଙ୍କା ଦେଉନାହିଁ ଆଇଓସିଏଲ । ୨୦୧୭ରେ ଠିକାସସ୍ଥା ପୁଞ୍ଜିଲୋଏଡ଼ ଆଇଓସିଏଲରୁ ଏକ କାମର ଟେଣ୍ଡର ପାଇଥିଲା । ଏହି କାମକୁ ସ୍ଥାନୀୟ କିଛି ଠିକାଦାରଙ୍କ ଦ୍ୱାରା ଠିକାସଂସ୍ଥା କରାଉଥିଲା । ମାତ୍ର ଟଙ୍କା ପୈଠ କରିବାରେ ପୁଞ୍ଜିଲୋଏଡ଼ ବିଫଳ ହୋଇଥିଲା । ବୁଝାମଣା ପରେ ଆଇଓସିଏଲ କର୍ତ୍ତୃପକ୍ଷ ଏହି ସବକଣ୍ଟ୍ରାକ୍ଟରଙ୍କୁ ନିଜେ ବିଲ୍ ଦେଉଥିଲେ । ଏବେ କାମ ସରିବା ପରେ ଆଇଓସିଏଲ ୧୨ କୋଟିରୁ ଉଦ୍ଧ୍ୱର୍ ଟଙ୍କା ଫାଙ୍କିବାରେ ଲାଗିଛି । ବକେୟା ଟଙ୍କା ପାଇବାରେ ବିଫଳ ହେବାରୁ ଧାରଣାରେ ବସିଛନ୍ତି ୪୨ଜଣ ସବକଣ୍ଟ୍ରାକ୍ଟର। ବର୍ଷା ସତ୍ତ୍ବେ ୪୨କଣ୍ଟ୍ରାକ୍ଟର ଆଇଓସିଏଲ ଗେଟ୍ ସମ୍ମୁଖରେ ଧାରଣା ଦେଇଛନ୍ତି । ଯଦି ତୁରନ୍ତ ବକେୟା ଅର୍ଥ ପ୍ରଦାନ କରାନଯାଏ ତେବେ ଆଇଓସିଏଲକୁ ଅର୍ଥନୈତିକ ଅବରୋଧ କରାଯିବ ବୋଲି ଆନ୍ଦୋଳନକାରୀମାନେ ଚେତାବନୀ ଦେଇଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼