Masthead

ବିଦ୍ୟୁତ୍ ବିଲରେ ବଡ଼ ବିଭ୍ରାଟ, ଟାଟା ମନମାନି ବିରୋଧରେ ‘ବଡ଼ ଖବର’ର ଅଭିଯାନ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ):ବଢୁଛି ଅସନ୍ତୋଷ । ଏକାଠି ହେଉଛନ୍ତି ଉପଭୋକ୍ତା । ଆଉ ଚଳିବନି ଟାଟାର ମନମାନି । କମ୍ପାନି ବିରୋଧରେ ଲଢିବାକୁ ହେବ । ପୂର୍ବରୁ ପଶ୍ଚିମ, ଉତ୍ତରରୁ ଦକ୍ଷିଣ ଓଡ଼ିଶା । ଟାଟା ଶାସନରେ ଉପଭୋକ୍ତା ହନ୍ତସନ୍ତ । ଗ୍ରାହକଙ୍କ ଆସୁଛି ମନଇଚ୍ଛା ବିଦ୍ୟୁତ୍ ବିଲ୍ । ଖାଲି ସେତିକି ନୁହେଁ ପ୍ରଥମେ ୫୦, ପରେ ପୁଣି ୨୦ ପଇସା । ୭୦ ପଇସା ବଢାଇବାର କାରଣ କ’ଣ? ବ୍ୟବସ୍ଥାରେ ସୁଧାର ନାହିଁ, କାହିଁକି ବଢିଲା ୭୦ ପଇସା ।

ପ୍ରତି କିଲୋୱାଟକୁ ଆହୁରି ୩୫ ଟଙ୍କା କାହିଁକି? ଟାଟା ବିରୋଧରେ ଗ୍ରାହକଙ୍କ ଲମ୍ବା ଅଭିଯୋଗର ଫର୍ଦ୍ଦ । ‘ଟାଟାକୁ ଦେବା ଜବାବ’ । ଓଡ଼ିଶାର ସାଢେ ଚାରି କୋଟି ଓଡ଼ିଆଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ‘ବଡ଼ ଖବର’ ଆରମ୍ଭ କରିଛି ବଡ଼ ଅଭିଯାନ । ଆଉ ଏହି ଅଭିଯାନରେ ସାମିଲ ହୋଇଛନ୍ତି ସାଧାରଣ ଜନତା । କମ୍ପାନି ଓ ସରକାରଙ୍କ ବିରୋଧରେ ଦାନା ବାନ୍ଧୁଛି ଜନ ଅସନ୍ତୋଷ । ବଡ଼ ଖବରର ଏ ଅଭିଯାନରେ ଯୋଡ଼ି ହୁଅନ୍ତୁ । ଆମ ଫୋନ ନମ୍ବର- ୮୨୪୯୪୭୨୯୬୯ । ଯେତିକି ବିଲକୁ ସେତିକି ଟଙ୍କା । ରାଜ୍ୟ ସରକାର ସାମ୍ନାକୁ ଆସନ୍ତୁ । ଲୋକଙ୍କ କଥା ବୁଝନ୍ତୁ । କମ୍ପାନି ପ୍ରୀତି ନ ଦେଖି ଓଡ଼ିଶାବାସୀଙ୍କୁ ଗୁରୁତ୍ୱ ଦିଅନ୍ତୁ । ଏହା ବଡ଼ ଖବରର ଅନୁରୋଧ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ