Masthead

ଆମକୁ କେତେ ଆଶୀର୍ବାଦ ମିଳିଛି ରେଜଲ୍ଟ ବାହାରିଲେ ଜଣାପଡ଼ିବ: ବିଶ୍ୱକେଶନ ହରିଚନ୍ଦନ

ପିପିଲି (ବଡ଼ ଖବର ବ୍ୟୁରୋ): ସରିଛି ପେଷ୍ଟୋଲ ବାଲାଟ ଗଣତି । ଚାଲିଛି ଇଭିଏମ ଗଣତି । ସମୁଦାୟ ୨୪ ରାଉଣ୍ଡରେ ଗଣତି ହେବ ଭୋଟ । କିନ୍ତୁ କିଏ ଜିତିବ ପିପିଲି ବାଜି ତାହା ଉପରେ ସମସ୍ତଙ୍କର ନଜର । ଫଳାଫଳ ଆସିବା ପୂର୍ବରୁ କଂଗ୍ରେସ ବିଶ୍ୱକେଶନ ହରିଚନ୍ଦନ ବେଶ ଆଶାବାଦୀ ରହିଛନ୍ତି । ଆମେ ଯେଉଁ ମୁଦା ନେଇ ଲୋକଙ୍କ ପାଖରେ ପହଞ୍ଚିଥିଲୁ ଆମେ ଭାବୁଛୁ ଆମ ସପକ୍ଷରେ ଆଶୀର୍ବାଦ ରହିବ ।

କେତେ ଆମକୁ ଆଶୀର୍ବାଦ ମିଳିଛି ରେଜଲ୍ଟ ବାହାରିଲେ ଜଣାପଡ଼ିବ । ସେ କହିଛନ୍ତି, ଦର ବୃଦ୍ଧି ଓ ବେକାରୀ ପ୍ରସଙ୍ଗକୁ ନେଇ ଭୋଟର ବିଜେପି ଠାରୁ ମୁହଁ ଫେରାଇବେ । ୨୧ ବର୍ଷ ହେବ ପିପିଲିର ସେଭଳି କିଛି ବିକାଶ ହୋଇ ନାହିଁ ବୋଲି ସେ କହିଛନ୍ତି । ଏହାର ଜବାବ ପିପିଲିବାସୀ ଭୋଟରେ ଦେବେ ।

ତେବେ ଫଳାଫଳ ଆସିବା ପୂର୍ବରୁ ବିଜେଡି ଓ ବିଜେପି ଶିବିର ଉତ୍ସାହିତ ଅଛନ୍ତି । ବିଜୟ ପୂର୍ବରୁ ବିଜେଡି ରଥ ପ୍ରସ୍ତୁତ କରି ରଖିଥିବା ବେଳେ ବିଜେପି ବାଜା, ବାଣ ଫୁଟାଇବାକୁ ଚାହିଁ ବସିଛି ବୋଲି କହିଛନ୍ତି ବିଶ୍ୱକେଶନ । ଦଳ ଭଲ ପ୍ରଦର୍ଶନ କରିବ ବୋଲି କହିଛନ୍ତି ବିଶ୍ୱକେଶନ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି