Masthead

ବାଜି ମାରିଲେ ଦିଦି

ଭବାନୀପୁର (ବଡ଼ ଖବର ବ୍ୟୁରୋ): ବାଜି ମାରିଲେ ଦିଦି । ଭବାନୀପୁର ଆସନରୁ ଜିତିଲେ ଦିଦି । ଭବାନୀପୁରରେ ୫୮ ହଜାର ୮୩୨ ରୁ ଅଧିକ ଭୋଟରେ ଜିତିଛନ୍ତି । ୧୯ ତମ ରାଉଣ୍ଡ ଗଣତି ଶେଷ ସୁଦ୍ଧା ମମତା ଆଗରେ ରହିଥିଲେ ।  ବିଜେପିର ପ୍ରିୟଙ୍କା ଟିବ୍ରେୱାଲଙ୍କୁ ହରାଇଲେ ଦିଦି । ଦିଦିଙ୍କୁ ମୋଟ ୮୪୭୦୯ ମିଳିଥିବାବେଳ ପ୍ରିୟଙ୍କାଙ୍କୁ ମିଳିଲା ୨୬୩୨୦ ଭୋଟ ।

ଆଉ ଏହାସହ ମମତାଙ୍କ ବିଜୟ ଏକପ୍ରକାର ନିଶ୍ଚିତ ହୋଇସାରିଥିଲା । ମମତାଙ୍କ ବାସଭବନ ଆଗରେ ଟିଏମସି କର୍ମୀ ଉତ୍ସବ ମନାଇବା ସହ ମିଠା ଖୁଆଇ ପରସ୍ପରକୁ ଅଭିନନ୍ଦନ ଜଣାଉଛନ୍ତି ।ଭୋଟ ଗଣତି ଆରମ୍ଭରୁ ହିଁ ଦିଦି ଆଗରେ ରହିଥିଲେ । ପ୍ରତି ରାଉଣ୍ଡରେ ମମତା ବାନାର୍ଜୀ ଲିଡ୍‌ କରୁଥିଲେ । କଡା ଟକ୍କର ହେବା ନେଇ ଶୁଣାଯାଉଥିଲେ ବି ଦିଦି କିନ୍ତୁ ଏକ ପାଖିଆ ଭାବେ ବିଜୟୀ ହୋଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା