ପ୍ରଦୂଷଣ ମୁକାବିଲା କରିବା ପାଇଁ ଦିଲ୍ଲୀକୁ ସହାୟତା କରିବ କେନ୍ଦ୍ର

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଦିନକୁ ଦିନ ରାଜଧାନୀ ଦିଲ୍ଲୀରେ ପ୍ରଦୂଷଣର ମାତ୍ରା ବଢିବାରେ ଲାଗୁଛି । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ପ୍ରଦୂଷଣକୁ ରୋକିବା ପାଇଁ ଦିଲ୍ଳୀ ସରକାରଙ୍କୁ ୧୮ କୋଟି ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି । ଅଧିକ ପ୍ରଦୂଷଣ ଫଳରେ ଦିଲ୍ଲୀବାସୀମାନେ ଶ୍ୱାସଜନିତ ରୋଗରେ ମଧ୍ୟ ପୀଡ଼ିତ ହେଉଛନ୍ତି । ସେପଟେ ଏହି ଆର୍ଥିକ ସହାୟତା ପାଇବ। ପ୍ରଥମ ଥର ପାଇଁ ଦିଲ୍ଲୀ ଘଉଇଚ ଅଧୀନରେ ଏହି ଅର୍ଥ ପାଇବ। ୨୦୨୪ ସୁଦ୍ଧା , ୨.୫ ପ୍ରଦୂଷଣ ମାତ୍ରାରୁ ୨୦ ରୁ ୩୦ ପ୍ରତିଶତ ହ୍ରାସ ପାଇଁ ଲକ୍ଷ ରଖାଯାଇଛି।

ଦିଲ୍ଲୀ ପ୍ରଦୂଷଣ ସମସ୍ୟା ସମସ୍ତଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଥିବାରୁ ପୂର୍ବରୁ କେନ୍ଦ୍ରକୁ ତାଗିଦ୍‌ କରିଥିଲେ ସୁପ୍ରିମକୋର୍ଟ।କୋର୍ଟ କହିଥିଲେ ମଧ୍ୟ ଦିଲ୍ଲୀବାସୀ ପ୍ରଦୂଷଣରୁ ମୁକ୍ତି ପାଉ ନାହାନ୍ତି। ଦିଲ୍ଲୀର ପ୍ରଦୂଷଣ ଏତେ ମାତ୍ରାରେ ବିଷାକ୍ତ ହୋଇଛି ଯେ, ଏହି ବାୟୁକୁ ପ୍ରଶ୍ୱାସରେ ଗ୍ରହଣ କରିବା ଅର୍ଥ ଜଣେ ଶିଶୁକୁ ଦିନକୁ ୧୦ ସିଗାରେଟ୍‌ ଟାଣିବା ସହ ସମାନ ବୋଲି ଡାଟା ଇଣ୍ଟେଲିଜେନ୍‌ସ ୟୁନିଟ୍‌ (ଡିଆଇୟୁ) ପ୍ରକାଶ କରିଥିଲା। ସେହିପରି ଦିଲ୍ଲୀର ବାୟୁମଣ୍ଡଳରେ ପିଏମ୍‌୨.୫ କଣିକା ସ୍ତର ଉଦ୍‌ବେଗଜନକ ସ୍ଥିତିରେ ପହଞ୍ଚିଛି ଯାହା ଫୁସ୍‌ଫୁସ୍‌ ପାଇଁ ହାନିକାରକ ବୋଲି ଡିଆଇୟୁ କହିଥିଲା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ