Masthead

HELP “ବଡ଼ ଖବର” ଅଭିଯାନ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ) ଚାପକୁ ଅଣଦେଖା କରି, ଭୟକୁ ବେଖାତିର କରି । ସାମ୍ବିଧାନିକ କ୍ଷମତାରେ ଥିବା ଲୋକଙ୍କୁ ସାଧାରଣ ଲୋକର ପ୍ରଶ୍ନ ପଚାରିବାର ଦମ୍ଭ ନେଇ ଆରମ୍ଭ ହୋଇଛି “ବଡ଼ ଖବର’ । ଲୋକଙ୍କ ଚ୍ୟାନେଲ । ନିରପେକ୍ଷ ଗଣମାଧ୍ୟମ । ଜନତାଙ୍କ ଆଶା ଓ ବିଶ୍ୱାସର ଚତୁର୍ଥ ସ୍ତମ୍ଭ । ଏହାର ମାଲିକ କୌଣସି ରାଜନେତା କି ପୁଞ୍ଜିପତି ନୁହେଁ । ସାଢେ ଚାରିକୋଟି ଜନତା । ଓଡ଼ିଆଙ୍କ ଆରାଧ୍ୟ ଦେବତା ସ୍ୱୟଂ ଜଗତପତି ଶ୍ରୀଜଗନ୍ନାଥ । ହେଲେ “ବଡ଼ ଖବର’କୁ ଚଳାଇବାର ଦାୟିତ୍ୱ ହେଉଛି ଆପଣମାନଙ୍କର ।

ଆପଣଙ୍କ କିଞ୍ଚିତ ଅର୍ଥରେ ଚାଲିବ “ବଡ଼ ଖବର’ । ଏଥିପାଇଁ ଆରମ୍ଭ ହୋଇଛି “ହେଲପ୍ ବଡ଼ ଖବର ଅଭିଯାନ’ । ପ୍ରତ୍ୟେକ ମାସ ୭ ତାରିଖରେ ଆପଣଙ୍କ ପାଖରେ ପହଞ୍ଚିବ ଲୋକଙ୍କ ଚ୍ୟାନେଲ । ସାହାଯ୍ୟ କରନ୍ତୁ ଗଣତନ୍ତ୍ରକୁ ସୁଦୃଢ କରନ୍ତୁ । ବ୍ରହ୍ମାଣ୍ଡ ଠାକୁର ମହାପ୍ରଭୁ ଜଗନ୍ନାଥଙ୍କ ଆଶିଷରୁ ଶ୍ରୀକ୍ଷେତ୍ର ପୁରୀରୁ ଏହାର ଶୁଭାରମ୍ଭ ହୋଇଛି । ରାଜ୍ୟର ବିଭିନ୍ନ ସ୍ଥାନକୁ ଯାଇ ଲୋକଙ୍କଠାରୁ ସହଯୋଗ ଚାହୁଁଛି “ବଡ଼ ଖବର’ । ସାହାଯ୍ୟର ହାତ ବଢାନ୍ତୁ ।

ଆମ ନମ୍ବର ହେଉଛି ୬୩୭୦୭୦୧୨୦୧କୁ ଫୋନ ପେ’, ଗୁଗଲ ପେ, ପେଟିଏମ୍, ଆମାଜନ ପେ ଜରିଆରେ ମଧ୍ୟ ସହାୟତା କରିପାରିବେ । ରାଜ୍ୟବାସୀଙ୍କ ସ୍ୱାର୍ଥ ପାଇଁ ଏକମାତ୍ର ଗଣମାଧ୍ୟମ ଭାବେ କାମ କରୁଛି । ଚ୍ୟାନେଲ ଚଳାଇବାକୁ ଅର୍ଥର ଆବଶ୍ୟକତା ଅଛି । ସେଥିପାଇଁ ହେଲପ୍ “ବଡ଼ ଖବର’ର ଅଭିଯାନର ପରିକଳ୍ପନା ହୋଇଛି । ରାଜ୍ୟର ବିଭିନ୍ନ ସ୍ଥାନକୁ ଯାଇ ଲୋକଙ୍କଠାରୁ ସହଯୋଗ ଚାହୁଛି ଲୋକଙ୍କ ଚ୍ୟାନେଲ । ସହଯୋଗ କରୁନ୍ତୁ ଗଣତନ୍ତ୍ରକୁ ସୁଦୃଢ କରନ୍ତୁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା